ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: BMW କାରରୁ 1କୋଟି ଜବତ

author img

By

Published : Jan 24, 2020, 12:08 PM IST

ଶୁକ୍ରବାର ନୂଆଦିଲ୍ଲୀସ୍ଥିତ କମଳା ମାର୍କେଟ ଇଲାକାରେ ଦିଲ୍ଲୀ ନିର୍ବାଚନ କମିଶନ ଦ୍ବାରା 1କୋଟି ନଗଦ ଅର୍ଥ ରାଶି ଜବତ କରାଯାଇଛି । ଏକ BMW କାରରୁ 1କୋଟି ଜବତ କରିବା ସହ ଏହାର ଚାଳକ ଆଜାଦକୁ ଅଟକ ରଖାଯାଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗଙ୍କ ତତ୍ତ୍ବାବଧାନରେ କଡା ନଜର ରଖାଯାଇଛି। ଏହାସହ ସମଗ୍ର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶୁକ୍ରବାର କମଳା ମାର୍କେଟ ଇଲାକାରେ ଦିଲ୍ଲୀ ନିର୍ବାଚନ କମିଶନ ଦ୍ବାରା 1କୋଟି ନଗଦ ଅର୍ଥ ରାଶି ଜବତ କରିଛି। ଏକ BMW କାରରୁ 1କୋଟି ଜବତ କରିବା ସହ ଏହାର ଚାଳକ ଆଜାଦକୁ ଅଟକ ରଖାଯାଇଛି ।

ଦିଲ୍ଲୀ ନିର୍ବାଚନ ପୂର୍ବରୁ BMW କାରରୁ ଜବତ ହେଲା 1କୋଟି ଟଙ୍କା

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଧ୍ୟାନରେ ରଖି ଦିଲ୍ଲୀ ନିର୍ବାଚନ କମିଶନର ଷ୍ଟାଟିକ ସର୍ଭିଲାନ୍ସ ଟିମ ଜେବି ରୋଡ ଇଲାକାରେ ଯାଞ୍ଚ କରୁଥିଲେ। ଏହି ସମୟରେ ସାମ୍ନା ପଟରୁ ଆସୁଥିବା BMW କାର ଉପରେ ସର୍ଭିଲାନ୍ସ ଟିମର ସନ୍ଦେହ ଉପୁଜିଥିଲା। ପରବର୍ତ୍ତୀ ସମୟରେ ଗାଡିକୁ ଅଟକ ରଖି ଚାଳକକୁ ପଚରାଉଚରା କରିଥିଲା ଟିମ୍‌ । ପରେ ଗାଡିକୁ ଯାଞ୍ଚ କରିବା ସମୟରେ ସେଥିରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା । ଟଙ୍କା ବିଷୟରେ ଗାଡି ଚାଳକଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନମିଳିବା ପରେ ଟଙ୍କା ଜବତ କରି ଗାଡି ସହ ଚାଳକଙ୍କୁ ଅଟକ ରଖିଛି ଟିମ ।

ଗାଡିରୁ ଜବତ 1 କୋଟି ଟଙ୍କାକୁ ଜବତ କରି ଷ୍ଟାଟିକ ସର୍ଭିଲାନ୍ସ ଟିମ ଆୟକର ବିଭାଗକୁ ହସ୍ତାନ୍ତର କରିଛି । ଛାନଭିନ ପରେ ଏହି ଟଙ୍କା ଆଗ୍ରା ନିବାସୀ ଆଦିତ୍ୟ ଅଗ୍ରୱାଲଙ୍କ ବୋଲି ଜଣାପଡିଛି । ପରେ ଫୋନ ଯୋଗେ ଆଦିତ୍ୟଙ୍କୁ ଥାନାକୁ ଡକା ଯାଇଥିଲା। ମାତ୍ର ତାଙ୍କ ଠାରୁ ଏହି ଅର୍ଥରାଶି ନେଇ କୌଣସି ସନ୍ତୋଷଜନକ ଉତ୍ତର ମଧ୍ୟ ମିଳିନଥିଲା। ପରେ ଜବତ ଟଙ୍କାକୁ ଆୟକର ବିଭାଗ ନିଜ ଅଧିନକୁ ନେଇଛି।

Intro:नई दिल्ली
दिल्ली चुनाव आयोग की एक टीम ने कमला मार्किट इलाके से एक करोड़ रुपये जब्त किए हैं. यह रकम वहां से गुजर रही एक बीएमडब्ल्यू कार से बरामद हुई है. इस गाड़ी को आजाद नामक चालक चला रहा था. फिलहाल यह रकम कमला मार्किट पुलिस से आयकर विभाग ले गया है. इस रकम को लेकर पुलिस एवं आयकर विभाग की टीम छानबीन कर रही है. यह पता लगाने की कोशिश की जा रही है कि कहीं इस रकम का इस्तेमाल चुनाव में तो नहीं होना था.

Body:जानकारी के अनुसार चुनाव को ध्यान में रखते हुए दिल्ली चुनाव आयोग की स्टेटिक सर्विलांस टीम जीबी रोड इलाके में जांच कर रही थी. उसी दौरान उन्होंने एक बीएमडब्ल्यू कार को आते हुए देखा जिस पर उन्हें शक हुआ. उन्होंने जांच के लिए इस गाड़ी को रोका. चालक ने पुलिस को बताया कि उसका नाम आजाद है. इस गाड़ी की जब तलाशी ली गई तो उसमें काफी रुपयों से भरा हुआ एक बैग रखा था. उससे जब इस रकम के बारे में पूछा गया तो वह कोई संतोषजनक जवाब नहीं दे सका. यह रकम कमला मार्किट थाने में पुलिस ले गई.

Conclusion:एक करोड़ रुपये लेकर जा रहा था चालक
थाने में जब इस रकम को गिना गया तो वह एक करोड़ निकली. चुनाव आयोग की टीम ने इसकी जानकारी आयकर विभाग को दी. छानबीन में उन्हें पता चला किनये रकम आगरा के रहने वाले आदित्य अग्रवाल की है. थाने से फोन कर आदित्य को बुलाया गया. इस रकम के बारे में उन्होंने कोई संतोषजनक जवाब नहीं दिया. इसके बाद यह रकम जब्त कर आयकर विभाग अपने साथ ले गया. वहीं पुलिस इस रकम के बारे में जानकारी जुटाने की कोशिश कर रही है.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.