ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ୧୩୨ ଜଣ ଶତାୟୁ ଭୋଟର କରିବେ ମତଦାନ

author img

By

Published : Feb 7, 2020, 3:21 PM IST

ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଫେବୃଆରୀ 8ତାରିଖ ଶନିବାର ଭୋଟ ଗ୍ରହଣ ହେବ । ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ମୋଟ 132 ଜଣ ଶତାୟୁ ଭୋଟର ଭୋଟ ଦେବେ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।  ଅଧିକ ପଢନ୍ତୁ...

_Delhi Assembly Election 2020
_Delhi Assembly Election 2020

ନୂଆଦିଲ୍ଲୀ: ଦିଲ୍ଲୀର 70ଟି ବିଧାନସଭା ଆସନ ପାଇଁ ଫେବୃଆରୀ 8 ତାରିଖ ଶନିବାର ଭୋଟ ଗ୍ରହଣ ହେବ । ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ମୋଟ 132 ଜଣ ଶତାୟୁ ଭୋଟର ଭୋଟ ଦେବେ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଏହି ତାଲିକା 150 ରହିଥିଲା । ଯାଞ୍ଚ ପରେ ଅନେକ ଏହି ସଂଖ୍ୟା 132ରେ ପହଞ୍ଚିଛି । ମୃତକ ଓ ଦିଲ୍ଲୀ ଛାଡି ଦେଇଥିବା ଶତାୟୁଙ୍କୁ ବାଦ ଦେଲା ପରେ ଏହି ତାଲିକା ପ୍ରକାଶ କରିଛି ନିର୍ବାଚନ ଆୟୋଗ । 132 ଶତାୟୁଙ୍କ ମଧ୍ୟରୁ ୬୮ଜଣ ପୁରୁଷ ଏବଂ ୬୪ ଜଣ ମହିଳା ରହିଛନ୍ତି । ସେହିପରି ପଶ୍ଚିମ ଦିଲ୍ଲୀରେ ଶତାୟୁ ଭୋଟରଙ୍କ ସଂଖ୍ୟା ସର୍ବାଧିକ ୨୧ ଜଣ ବ୍ୟକ୍ତି ଥିବାବେଳେ ଦିଲ୍ଲୀରେ ସର୍ବନିମ୍ନ ୭ଜଣ ମତଦାତା ଅଛନ୍ତି ।

ସେହିପରି ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ବିଧାନସଭା କ୍ଷେତ୍ରରେ ସିଆର ପାର୍କର ବାସିନ୍ଦା ୧୧୦ ବର୍ଷୀୟା କାଳିତାରା ମଣ୍ଡଳ ଏଥର ସବୁଠୁ ବୟସ୍କା ଭୋଟର ରହିଛନ୍ତି । 2019 ସାଧାରଣ ନିର୍ବାଚନରେ ସବୁଠାରୁ ବୟସ୍କ ଭୋଟର ବଚ୍ଚନ ସିଂହ (111) ଡିସେମ୍ବର ମାସରେ ପ୍ରାଣ ତ୍ୟାଗ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ ଗତକାଲି ରାଷ୍ଟ୍ରୀୟ ରାଜଧାନୀରେ 1 କୋଟି 46 ଲକ୍ଷ ଭୋଟର 13750 ପୋଲିଂ ବୁଥରେ ନିଜ ମତାଧିକାର ସାବ୍ୟସ୍ତ କରିବେ । ଫେବୃଆରୀ 11 ତାରିଖରେ ଫଳାଫଳ ଘୋଷଣା ହେବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.