ETV Bharat / bharat

ଆଗାମୀ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଆସିପାରେ: SAFAR - ଦିଲ୍ଲୀ ଏକ୍ୟୁଆଇ

ସୋମବାର ସକାଳେ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳର ବାୟୁ ଗୁଣବତ୍ତା ଖରାପ ଶ୍ରେଣୀର ରେକର୍ଡ କରାଯାଇଛି । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ (SAFAR) ଅନୁଯାୟୀ, ପବନର ଦିଗ ପରିବର୍ତ୍ତନ ହେତୁ ଆଗାମୀ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକ( ଏକ୍ୟୁଆଇ)ରେ ସାମାନ୍ୟ ଉନ୍ନତି ଆସିବାର ସମ୍ଭାବନା ରହିଛି।

ଆଗାମୀ ଦିନରେ ଦିଲ୍ଲୀର ଏକ୍ୟୁଆଇରେ ସାମାନ୍ୟ ଉନ୍ନତି ଆସିପାରେ

author img

By

Published : Oct 12, 2020, 12:34 PM IST

Updated : Oct 12, 2020, 5:44 PM IST

ନୂଆଦିଲ୍ଲୀ: ପୁଣି ପ୍ରଦୂଷିତ ହେଲା ଦିଲ୍ଲୀ ବାୟୁ । ସୋମବାର ସକାଳେ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳର ବାୟୁ ଗୁଣବତ୍ତା ଖରାପ ଶ୍ରେଣୀର ରେକର୍ଡ କରାଯାଇଛି । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ (SAFAR) ଅନୁଯାୟୀ, ପବନର ଦିଗ ପରିବର୍ତ୍ତନ ହେତୁ ଆଗାମୀ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକ( ଏକ୍ୟୁଆଇ)ରେ ସାମାନ୍ୟ ଉନ୍ନତି ଆସିବାର ସମ୍ଭାବନା ରହିଛି।

ସୋମବାର ସକାଳ 10ଟା ସୁଦ୍ଧା ସହରର ଏକ୍ୟୁଆଇ 240 ରେକର୍ଡ କରାଯାଇଥିଲା । ସେହିପରି ଜାହାଙ୍ଗୀରପୁରୀର ଏକ୍ୟୁଆଇ 301 ଏବଂ ବିବେକ ବିହାରର ଏକ୍ୟୁଆଇ 316 ରେକର୍ଡ କରାଯାଇଥିଲା । ଯାହା ଖରାପ ଶ୍ରେଣ୍ରୀର ବିବେଚନା କରାଯାଏ । ସେହିପରି ଗତ ରବିବାର ମଧ୍ୟ ଦିଲ୍ଲୀର ଏକ୍ୟୁଆଇ 216 ରେକର୍ଡ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

Last Updated : Oct 12, 2020, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.