ETV Bharat / bharat

ଦଲାଇଲାମା ଅସୁସ୍ଥ, ମୁଖ୍ୟମନ୍ତ୍ରୀଙ୍କ ଆରୋଗ୍ୟ କାମନା

ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ। ସେ ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଫାଇଲ ଫଟୋ
author img

By

Published : Apr 10, 2019, 12:32 PM IST

Updated : Apr 10, 2019, 1:38 PM IST

ନୂଆଦିଲ୍ଲୀ: ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଅସୁସ୍ଥ । ସେ ଦିଲ୍ଲୀର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହୃତପିଣ୍ଡରେ ସଂକ୍ରମଣ ହେତୁ ତାଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପୂର୍ବରୁ ଦଲାଇଲାମା ଦିଲ୍ଲୀରେ ନିଜର ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପରୀକ୍ଷା କରିଥିଲେ। ତେବେ ହୃତପିଣ୍ତରେ ସଂକ୍ରମଣ ହୋଇଥିଲେ ମଧ୍ୟ ସମସ୍ତ ରିପୋର୍ଟ ପଜିଟିଭ୍ ଥିବା ଡାକ୍ତର କହିଛନ୍ତି ।

ଦଲାଇଲାମାଙ୍କ ବ୍ୟକ୍ତିଗତ ସଚିବ ତେନଜିନ୍ ଟକଲାଙ୍କ କହିବାନୁସାରେ, ଧର୍ମଗୁରୁଙ୍କ ସ୍ବାସ୍ଥ୍ୟବସ୍ଥା ଧର୍ମଶାଳାରେ ଖରାପ ହେବାରୁ ତାଙ୍କୁ ଏକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

  • Convey my best wishes and sincere prayers on behalf of the people of #Odisha for the @DalaiLama's speedy recovery & a long life. Concerned that he has been hospitalised. The world needs him.

    — Naveen Patnaik (@Naveen_Odisha) April 10, 2019 " class="align-text-top noRightClick twitterSection" data=" ">

ତେବେ ହସ୍ପିଟାଲର କର୍ତ୍ତୁପକ୍ଷ ଏନେଇ କିଛି ସୂଚନା ଦେଇନାହାଁନ୍ତି । କୁହାଯାଉଛି କି ଦଲାଇଲାମା ଅଧିକାଂଶ ସମୟରେ ହସ୍ପିଟାଲକୁ ସ୍ବାସ୍ଥ୍ୟପରୀକ୍ଷା ପାଇଁ ଆସିଥାନ୍ତି । ତେବେ ଧର୍ମଗୁରୁଙ୍କ ଅସୁସ୍ଥ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆରୋଗ୍ୟ କାମନା କରି ଦେଶବାସୀଙ୍କ ପକ୍ଷରୁ ପ୍ରାର୍ଥନା କରିଛନ୍ତି ।

Intro:Body:

CVB

Conclusion:
Last Updated : Apr 10, 2019, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.