ETV Bharat / bharat

କୋଭିଡ-19: ଆସାମରେ ସାମ୍ନାକୁ ଆସିଲା 5 କୋରୋନା ପଜିଟିଭ - corona virus

ଦେଶର ସମସ୍ତ ରାଜ୍ୟ ପରି ଆସାମରେ ମଧ୍ୟ ବ୍ୟାପିବାରେ ଲାଗିଲାଣି କୋରୋନା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 5 ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

COVID19
ଆସାମରେ ସାମ୍ନାକୁ ଆସିଲା 5ଟି ପଜିଟିଭ ମାମଲା
author img

By

Published : Apr 1, 2020, 4:49 PM IST

ଗୌହାଟୀ: ଆସାମରେ କୋରୋନାରେ ମୋଟ 5ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । ଜଣେ ଆକ୍ରାନ୍ତଙ୍କୁ ସିଲଚର ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ, ଆଉ 4 ଜଣଙ୍କୁ ଗୌହାଟୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଆସାମ ମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ।

ଭାରତରେ କୋରୋନା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସରକାରଙ୍କ ପକ୍ଷରୁ ଏହାର ମୁକାବିଲା କରିବା ନେଇ ବିଭିନ୍ନ ପଦକ୍ଷେପ ମାନ ଆପଣାଯାଉଥିଲେ ମଧ୍ୟ ଏହାର ପ୍ରଭାବ କମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଥିବାକୁ ମିଳିଛି ।

ତେବେ ଦେଶରେ କୋରୋନା ପଜିଟିଭ ସଂଖ୍ୟା ୧୩୯୭ ରହିଥିବାବେଳେ, ବର୍ତ୍ତମାନ ସୁଦ୍ଧା ୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ୧୨୪ ଜଣ ସୁସ୍ଥ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.