ETV Bharat / bharat

ପାକିସ୍ତାନରେ 15ଟି ନୂଆ କୋରୋନା ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା 733

author img

By

Published : Mar 22, 2020, 8:08 PM IST

ପାକିସ୍ତାନର ପଞ୍ଜାବରେ କୋରୋନା ଭାଇରସର 15ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ରାଜ୍ୟର 152କୁ ନେଇ ଜାତୀୟ ସ୍ତରରେ 645କୁ ବୃଦ୍ଧି ପାଇଛି । ଅଧିକ ଖବର ପଢନ୍ତୁ...

COVID19 cases in Pakistan
ପାକିସ୍ତାନରେ କୋଭିଡ୍-19ରେ 15ଟି ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା 733

ଇସଲାମବାଦ୍: ପାକିସ୍ତାନର ପୂର୍ବ ପ୍ରାନ୍ତରେ ଅବସ୍ଥିତ ପଞ୍ଜାବରେ କୋରୋନା ଭାଇରସର 15ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ରାଜ୍ୟର 152କୁ ନେଇ ଜାତୀୟ ସ୍ତରରେ 645କୁ ବୃଦ୍ଧି ପାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 733 ଥିବା ବେଳେ ସିନ୍ଧରେ 396 ଓ ପଞ୍ଜାବରେ 137ରେ ପହଞ୍ଚିଛି ବୋଲି ସୂଚନା ମିଳିଛି ।

ଦକ୍ଷିଣ ସିନ୍ଧ ପ୍ରଦେଶରେ 292 ଟି ମାମଲା ହୋଇଥିବାବେଳେ ବେଲୁଚିସ୍ତାନ 104 ଜଣ ରିପୋର୍ଟ କରିଛି ବୋଲି ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ସିନ୍ଧ ସରକାର COVID-19 ମାମଲାର ଆକଳନକୁ ପୂର୍ବର 396ରୁ 292 ରେ ସଂଶୋଧନ କରି ‘ଗଣନା ତ୍ରୁଟି’ ଦର୍ଶାଇଥିଲେ ।

ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପାଖ୍ଟନଖୱା 31 ଟି ମାମଲା ହୋଇଥିବାବେଳେ ରାଜଧାନୀ ଇସଲାମାବାଦ 10ଟି ରିପୋର୍ଟ କରିଛି । ଶନିବାର ଦିନ ଦେଶ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ମାର୍ଚ୍ଚ 28 ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଏହି ସମୟରେ, ଗିଲଗିଟ ବାଲ୍ଟିସ୍ତାନ 25 ଟି ନୂଆ ମାମଲା ରିପୋର୍ଟ କରିଛି ଯାହା 55 ଅଞ୍ଚଳର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.