ETV Bharat / bharat

ଦେଶରେ 30 ପ୍ରତିଶତ ବ୍ୟାପିଛି କୋରୋନା ଭୂତାଣୁ

ଦେଶରେ 30 ପ୍ରତିଶତ ବ୍ୟାପିଛି କୋରୋନା ଭୂତାଣୁ । ଯଦି ଏହା ବୃଦ୍ଧି ପାଏ ତେବେ ଆହୁରି ବଡ ସମସ୍ୟାର ସାମନା କରିବ ଦେଶ । ଅଧିକ ପଢନ୍ତୁ..

author img

By

Published : Apr 4, 2020, 7:13 PM IST

corona has spread 30 % of our country
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ଭୂତାଣୁ । ପ୍ରତିଦିନ ଏଥିରେ ଆକ୍ରାନ୍ତ ହେଉଛି ନିରୀହ ଲୋକ । ବର୍ତ୍ତମାନ ଦେଶର ପାଖାପାଖି 3 ହଜାର ଛୁଇଁଲାଣି । ଏହି ଭୂତାଣୁ ବର୍ତ୍ତମାନସୁଦ୍ଧା ନେଲାଣି 69 ମୁଣ୍ଡ ।

କେନ୍ଦ୍ର ଏବଂ ପ୍ରତି ରାଜ୍ୟର ସରକାର ଏହାର ମୁକାବିଲା ନେଇ ଯଥା ସମ୍ଭବ ପ୍ରୟାସ ମଧ୍ୟ ଜାରି ରଖିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଦେଶର ପ୍ରାୟ 720 ଜିଲ୍ଲା ଭିତରୁ ଏବେ 211 ଟି ଜିଲ୍ଲା ଆକ୍ଟିଭ ରହିଛି । ଦେଶରେ ମୋଟ 30 ପ୍ରତିଶତ ଅଞ୍ଚଳରେ ଏହି ଭାଇରସ ବ୍ୟାପିଛି।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଦେଶରେ ଏଭଳି ସ୍ଥିତି ଆଗକୁ ଲାଗି ରହିଲା । ତେବେ ମେଡିକାଲ କିଟ ଏବଂ ଅନ୍ୟ ଉପକରଣ ଯୋଗାଇବା ଅସମ୍ଭବ ହୋଇପଡିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.