ETV Bharat / bharat

କୋରନା ଭୟ: ଘରେ ଘରେ ଦିଆଯିବ ଗ୍ୟାସ ସିଲିଣ୍ଡର

ଚଣ୍ଡୀଗଡ଼ ପ୍ରଶାସନ ମଧ୍ୟ ଲକ ଡାଉନକୁ କଡାକଡି କରିଛି । ଏଥିପାଇଁ ଟେଲିଫୋନ ଜରିଆରେ ସିଲିଣ୍ଡର ବୁକିଂ କରିପାରିବେ। ଅଧିକ ପଢନ୍ତୁ...

author img

By

Published : Mar 26, 2020, 8:33 AM IST

corona
ଘରେ ଘରେ ଦିଆଯିବ ଗ୍ୟାସ ସିଲିଣ୍ଡର

ଚଣ୍ଡୀଗଡ଼: କୋରୋନା ଏବେ ସମସ୍ତଙ୍କର ମୁଣ୍ଡ ବ୍ୟଥା ପାଲଟିଛି । ଏପରି କ୍ଷେତ୍ରରେ ଚଣ୍ଡୀଗଡ଼ ପ୍ରଶାସନ ମଧ୍ୟ ଲକ ଡାଉନକୁ କଡାକଡି କରିଛି । ଏଠାରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଏଲପିଜି ସିଲିଣ୍ଡର କିଣିବା କିମ୍ବା ଭରିବା ପାଇଁ କୌଣସି ଗ୍ୟାସ ଏଜେନ୍ସିକୁ ଯିବା ପାଇଁ ଅନୁମତି ନାହିଁ ।

ସହରର ଲୋକେ କେବେଳ ଘରେ ରହି ଏଲପିଜି ସିଲିଣ୍ଡର ଡେଲିଭିରି ପାଇପାରିବେ । ଏଥିପାଇଁ ଟେଲିଫୋନ ଜରିଆରେ ସିଲିଣ୍ଡର ବୁକିଂ କରିପାରିବେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.