ETV Bharat / bharat

ଏପ୍ରିଲ 11ରେ କୋରୋନା ନେଇ ପିସିସି ସଭାପତିଙ୍କ ସହ ସୋନିଆଙ୍କ ଆଲୋଚନା

ଆସନ୍ତା ଏପ୍ରିଲ 11ରେ ଭିସି ଜରିଆରେ ସମସ୍ତ ପିସିସି ସଭାପତିଙ୍କ ସହ ଭିସି ଜରିଆରେ ମହାମାରୀ କୋରୋନା ସମ୍ବନ୍ଧୀୟ ରିଲିଫ କାର୍ଯ୍ୟ ଉପରେ ଆଲୋଚନା କରିବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସମ୍ପୂର୍ଣ୍ଣ ଖବର ପଢନ୍ତୁ..

author img

By

Published : Apr 8, 2020, 4:18 PM IST

କୋରୋନା ମୁକାବିଲା, ଏପ୍ରିଲ 11 ରେ ସମସ୍ତ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମସ୍ତ ରାଜ୍ୟର ପିସିସି ସଭାପତିଙ୍କ ସହ କରିବେ ଆଲୋଚନା । ଆସନ୍ତା ଏପ୍ରିଲ 11 ରେ ଭିସି ଜରିଆରେ ମହାମାରୀ କୋରୋନା ସମ୍ବନ୍ଧୀୟ ରିଲିଫ କାର୍ଯ୍ୟ ଉପରେ ଆଲୋଚନା କରିବା ନେଇ ଜଣାପଡିଛି ।

ତେବେ ଏଠାରେ ସୂଚନା ଥାଉ ଯେ, ପୂର୍ବରୁ କୋଭିଡ-19 ସମ୍ବନ୍ଧିତ ମସ୍ତ ମାମଲାର ସମନ୍ବୟ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଦଳ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟ ସମିତି ଏହି ଭାଇରସରୁ ସତର୍କତା ପାଇବା ଲାଗି ଏପରି ନିୟନ୍ତ୍ରଣ କକ୍ଷ ରଖାଯାଇଛି । ଯାହାକି ଦୈନିକ ଅପଡେଟ କରିବା ସହ ସମସ୍ତ ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା, ଦଳ ଏବଂ ରାଜ୍ୟ ଏଜେନ୍ସି ଦ୍ବାରା କାର୍ଯ୍ୟ ସମ୍ପର୍କରେ ଅପଡେଟ କରାଇବେ ।

@ANI

For All Latest Updates

TAGGED:

#covid-19
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.