ETV Bharat / bharat

ନ୍ୟୁ ଇଣ୍ଡିଆରେ ହଜିଗଲାଣି ପ୍ରାଚୀନ ଭାଷା-ସାହିତ୍ୟ

ସମ୍ବିଧାନର ଅନୁଚ୍ଛେଦ 351ରେ ଭାରତ ଭଳି ଏକ ସଂଘୀୟ ରାଷ୍ଟ୍ରରେ ହିନ୍ଦୀ ଭାଷାର ବିକାଶ ନେଇ ନିର୍ଦ୍ଦେଶ ରହିଛି । ମୁଖ୍ୟ ରୂପରେ ଦେଶର ପ୍ରାଥମିକ କଥନୀୟ ଭାଷା ହେଉଛି ସଂସ୍କୃତ । ତେବେ ଯେତେବେଳେ ସରକାରୀ ସ୍ତରରେ ସୂଚନା ପ୍ରଦାନ ପାଇଁ ଏହି ଭାଷାର ବ୍ୟବହାର ହେଉ ନାହିଁ, ଏହି ଭାଷାର ସାମ୍ବିଧାନିକ ଲକ୍ଷ୍ୟ ହାସଲ ମଧ୍ୟ କ୍ଷୁର୍ଣ୍ଣ ହେଉଛି ।

author img

By

Published : Nov 6, 2019, 9:49 PM IST

ଫାଇଲ ଫଟୋ

ଭାରତର କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବିଶ୍ବର ସର୍ବବୃହତ ପୋଲିସ୍ ଫୋର୍ସ । ଏକ ଶ୍ରେଷ୍ଠ ସଶସ୍ତ୍ର ପୁଳିସ ବଳ ଭାବେ ଏହା ସମଗ୍ର ଦେଶର ଗୌରବ । ମୁଁ ଏହି ଫୋର୍ସରେ 2005ରେ ସାମିଲ ହୋଇଥିଲି । ‘ସିଆରପିଏଫ ସଦା ଅଜୟ, ଭାରତ ମାତା କି ଜୟ’ ଅଫିସର ସାଇନବୋର୍ଡରେ ଏହି ସ୍ଲୋଗାନ ଦେଖି ମୁଁ ଆଶ୍ଚର୍ଯ୍ୟାନ୍ବିତ ହୋଇପଡିଥିଲି ।

ସମ୍ବିଧାନର ଅନୁଚ୍ଛେଦ 351ରେ ଭାରତ ଭଳି ଏକ ସଂଘୀୟ ରାଷ୍ଟ୍ରରେ ହିନ୍ଦୀ ଭାଷାର ବିକାଶ ନେଇ ନିର୍ଦ୍ଦେଶ ରହିଛି । ମୁଖ୍ୟ ରୂପରେ ଦେଶର ପ୍ରାଥମିକ କଥନୀୟ ଭାଷା ହେଉଛି ସଂସ୍କୃତ । ଯେପରି ୟୁରୋପିଆନ ଭାଷାରେ ଲାଟିନର ବ୍ୟବହାର ହୋଇଥାଏ । ତେବେ ଯେତେବେଳେ ସରକାରୀ ସ୍ତରରେ ସୂଚନା ପ୍ରଦାନ ପାଇଁ ଏହି ଭାଷାର ବ୍ୟବହାର ହେଉ ନାହିଁ, ଏହି ଭାଷାର ସାମ୍ବିଧାନିକ ଲକ୍ଷ୍ୟ ହାସଲ ମଧ୍ୟ କ୍ଷୁର୍ଣ୍ଣ ହେଉଛି ।

ଦଶରେ ଅନେକ ଥର ଆକ୍ରମଣ, ସଂଘର୍ଷ, ଯୁଦ୍ଧ ଓ ସଙ୍କଟ ସ୍ଥିତି ଉପୁଜିଛି । କିନ୍ତୁ ଆମ ପୂର୍ବପୁରୁଷମାନେ ଦେଶ ଓ ଜାତି ପ୍ରତି ନିଜ ଅନବରଣ ସମ୍ପର୍କ ଜରିଆରେ ଆମର ସଭ୍ୟତାଗତ ଜ୍ଞାନ ଓ ଗ୍ରନ୍ଥକୁ ବଞ୍ଚାଇ ରଖିଥଲେ ।

ତେବେ ଏସବୁ ଭିତରେ ଏକ ଶତାବ୍ଦୀ ଧରି ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶରେ ଆସି ଦେଶବାସୀ ସ୍ବଦେଶୀ ଶିକ୍ଷା ବ୍ୟବସ୍ଥା, ପାରମ୍ପାରିକ ସଂସ୍କୃତି ଏବଂ ଧନ୍ଦାମୂଳକ ଶିକ୍ଷାକୁ ଭୁଲି ଗଲେଣି । ଦେଶର ସଭ୍ୟତା ବହୁତ ପୂରାତନ ଏବଂ ବହୁ ବର୍ଷ ଧରି ଭାରତ ସମଗ୍ର ବିଶ୍ବକୁ ସାହିତ୍ୟ କ୍ଷେତ୍ରରେ ଅନେକ କିଛି ପ୍ରଦାନ କରିଛି । ବିଶେଷ କରି ସଂସ୍କୃତରେ ବିଶ୍ବକୁ ଭାରତର ଅବଦାନ ଅତୁଳନୀୟ ।

କାରଣ ‘ମହାଭାରତ’ ବିଶ୍ବର ସର୍ବବୃହତ କାବ୍ୟ ଅଟେ । ରୁକ ବେଦ ବି ବିଶ୍ବର ସର୍ବପୂରାତନ ଲିଖିତ ପୁସ୍ତକ ଅଟେ । ତେବେ ବର୍ତ୍ତମାନ ସମୟରେ ଏହା ଦୁଃଖର ବିଷୟ ବର୍ତ୍ତମାନରପିଢୀ ମଧ୍ୟରେ ବେଦ, ଉପନିଷଦ, ମହାଭାରତ, ରାମାୟଣ ଏବଂ ଅର୍ଥଶାସ୍ତ୍ର, ପଞ୍ଚତନ୍ତ୍ର ଅଧ୍ୟୟନକୁ ନେଇ ସେତେଟା ଆଗ୍ରହ ନାହିଁ । ଏପରିକି ଏହା ମଧ୍ୟ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସାମିଲ ହୋଇନାହିଁ ।

ଏଭଳି ବିରଳ ସଭ୍ୟତା ପାଇଁ ଦେଶବାସୀ ଗର୍ବିତ ହେବା ଉଚିତ । କିନ୍ତୁ ସାର୍ବଜନୀନ ସୂଚନା ପ୍ରଦାନ ପାଇଁ ଆମେ ଏହାର ବ୍ୟବହାରରୁ ନିଜକୁ ଦୂରେଇ ରଖୁଛେ । ତେବେ ଅନ୍ୟ ଦେଶରେ ଏହାକୁ ସହଜରେ ଗ୍ରହଣ କରିବେ ନାହିଁ ।

ସେହିପରି ସମ୍ବିଧାନର ଅନୁଚ୍ଛେଦ 21 A ଶିକ୍ଷାକୁ ମୌଳିକ ଅଧିକାର ପ୍ରଦାନ କରିଛି । ତେବେ ଛତୁଫୁଟିଲା ଭଳି ଇଂରାଜୀ ମିଡିୟମ ସ୍କୁଲ ଖୋଲୁଥିବାରୁ ଆମର ପାରମ୍ପରିକ ଶିକ୍ଷା ପ୍ରଦାନ ପଦ୍ଧତି ବୁଡିବାକୁ ବସିଲାଣି ।

(ଲେଖକ, ଏମ. ନାଗେଶ୍ବର ରାଓ, ବରିଷ୍ଠ ଆଇପିଏସ ଅଫିସର)

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.