ETV Bharat / bharat

‘କୋରୋନା ସ୍ମାର୍ଟ ସ୍ବାବ ରୋବୋଟ୍’ ବିକଶିତ କଲେ ଇଞ୍ଜିନିୟର

ତାମିଲନାଡୁ କୋଏମ୍ବାଟୁର ଭିତ୍ତିକ ରୋବୋଟିକ୍ସ ଇଞ୍ଜିନିୟର ଏକ କୋରୋନା ସ୍ମାର୍ଟ ସ୍ବାବ ରୋବୋଟ ବିକଶିତ କରିଛନ୍ତି । ଯାହା କୋରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିପାରିବ।

author img

By

Published : Jun 29, 2020, 11:59 AM IST

robort
‘କୋରୋନା ସ୍ମାର୍ଟ ସ୍ବାବ ରୋବୋଟ୍’ ବିକଶିତ କଲେ ଇଞ୍ଜିନିୟର

ଚେନ୍ନାଇ: ‘କୋରୋନା ସ୍ମାର୍ଟ ସ୍ବାବ ରୋବୋଟ୍’ ବିକଶିତ କଲେ କୋଏମ୍ବାଟୁର ଭିତ୍ତିକ ରୋବୋଟିକ୍ସ ଇଞ୍ଜିନିୟର । ତାମିଲନାଡୁ କୋଏମ୍ବାଟୁର ଭିତ୍ତିକ ରୋବୋଟିକ୍ସ ଇଞ୍ଜିନିୟର ଏକ କୋରୋନା ସ୍ମାର୍ଟ ସ୍ବାବ ରୋବୋଟ ବିକଶିତ କରିଛନ୍ତି । ଯାହା କୋରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିପାରିବ।

କୋରୋନା ମହାମାରୀରେ କୋରୋନା ପରୀକ୍ଷଣ ବୃଦ୍ଧି ଘଟିଛି । ଏହାକୁ ଦୃଷ୍ଟିରେ ରଖି କର୍ଥୀ ଭେଲାୟୁଥମ 2,000 ଟଙ୍କାରେ ଏକ ପ୍ରୋଟୋଟାଇପ୍ ବିକଶିତ କରିଥିବା ଦାବି କରିଛନ୍ତି।

ଏହି ରୋବର୍ଟ ଆପ ବ୍ୟବହାର ଦ୍ବାରା ଅପରେଟ କରାଯାଇ ପାରିବ । ଏଥିସହ ରୋବର୍ଟ ସାମାଜିକ ଦୂରତା ବଜାୟ ରଖିବ । ଏହା ବ୍ୟତୀତ ଏହି ରୋବର୍ଟକୁ ନମୁନା ସଂଗ୍ରହ କରିବାକୁ ଦୁଇ ମିନିଟ୍ ସମୟ ଲାଗିଥାଏ ବୋଲି ଭେଲାୟୁଥମ୍ ସୂଚନା କହିଛନ୍ତି ।

ବର୍ତ୍ତମାନ ସ୍ବାବ ମାନୁଆଲୀ ସଂଗ୍ରହ କରାଯାଉଛି। ଯଦି ସରକାର ଆମକୁ ସମର୍ଥନ କରନ୍ତି ଏବଂ ମେସିନ୍ ଲର୍ଣ୍ଣିଂ ବ୍ୟବହାର କରି ଆମ ଦେଶରେ କୋରୋନା ପରୀକ୍ଷା ବୃଦ୍ଧି କରନ୍ତି ତେବେ 1 ମିନିଟ୍ ମଧ୍ୟରେ ଆମେ 6 ଜଣ ରୋଗୀଙ୍କ ନମୁନା ସଂଗ୍ରହ କରି କରିପାରିବୁ । ଏଥିସହ ସ୍ବାବ କଲେକ୍ଟ ନୋଜଲ ସ୍ବୟଂଚାଳିତ ସାନିଟାଇଜ ହୋଇପାରିବ । ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ । ଯାହା ଘରୋଇ ଏବଂ ସରକାରୀ ମେଡିକାଲରେ ଏବଂ ମୋବାଇଲ ଭ୍ୟାନ ବ୍ୟବହାର କରାଯାଇପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.