ETV Bharat / bharat

ସାଇନର ଫାର୍ମା କମ୍ପାନୀରେ ଗ୍ୟାସ ଲିକ: 2 ମୃତ ଓ 4 ଆହତ - ସାଇନର ଫାର୍ମା କମ୍ପାନୀରେ ଗ୍ୟାସ ଲିକ

ସାଇନର ଫାର୍ମା କମ୍ପାନୀରେ ଗ୍ୟାସ ଲିକ । 2 ମୃତ ଓ 4 ଆହତ । ଅଧିକ ପଢନ୍ତୁ....

chemical gas leaked in visakhapatnam sainar pharma company, 2 dead
ସାଇନର ଫାର୍ମା କମ୍ପାନୀରେ ଗ୍ୟାସ ଲିକ ,2 ମୃତ ଓ 4 ଆହତ
author img

By

Published : Jun 30, 2020, 7:32 AM IST

ଅମରାବତୀ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ସାଇନର ଫାର୍ମା କମ୍ପାନୀରେ ଗ୍ୟାସ ଲିକ ହୋଇଛି । ଏହି ଗ୍ୟାସ ଲିକ ହେବା ଯୋଗୁଁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ପିରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ।

ସାଇନର ଫାର୍ମା କମ୍ପାନୀରେ ଗ୍ୟାସ ଲିକ ,2 ମୃତ ଓ 4 ଆହତ

ସେପଟେ, ଘଟଣାସ୍ଥଳରେ ଜିଲ୍ଲାପାଳ ମଧ୍ୟ ପହଞ୍ଚିଛନ୍ତି । ତେବେ କେଉଁ ପରିସ୍ଥିତିରେ ଗ୍ୟାସ ଲିକ ହେଲା, ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.