ETV Bharat / bharat

ଅଙ୍ଗନୱାଡି ଆସିବେ ପିଲା, ଶିକ୍ଷା ଅଧିକାରୀ ଆପଣାଇଲେ ନୂଆ ଟେକନିକ

author img

By

Published : Jul 19, 2020, 5:32 PM IST

ଅଙ୍ଗନୱାଡି ସେଣ୍ଟରରେ ପିଲାଙ୍କୁ ପଢାପ୍ରତି ଆକର୍ଷିତ କରିବା ପାଇଁ ସିଇଓ ଏକ ନିଆରା ପ୍ରୟାସ କରିଛନ୍ତି ।

anganwadi
ଶିଶୁଙ୍କୁ ଆକର୍ଷିତ କରିବା ପାଇଁ ଅଭିନବ ପ୍ରୟାସ ଆପଣାଇଲେ ସିଇଓ

ବେଙ୍ଗାଲୁରୁ: ଅଙ୍ଗନୱାଡି ସେଣ୍ଟରରେ ପିଲାଙ୍କୁ ପଢାପ୍ରତି ଆକର୍ଷିତ କରିବା ପାଇଁ ଶିକ୍ଷା ଅଧିକାରୀ ଏକ ନିଆରା ପ୍ରୟାସ କରିଛନ୍ତି ।

ଯେଉଁ ଅଭିଭାବକ ମାନେ ସରକାରୀ ସ୍କୁଲକୁ ଅଣଦେଖା କରି ସେମାନଙ୍କ ପିଲାଙ୍କୁ ପ୍ରାଇଭେଟ ସ୍କୁଲ ପଠାଉଛନ୍ତି । ସେମାନଙ୍କ ସହ ସେମାନଙ୍କ ଶିଶୁକୁ ଆକର୍ଷିତ କରିବା ପାଇଁ କର୍ଣ୍ଣାଟକ ଚିକାବଲପୁର ଜିଲ୍ଲାର ସିଇଓ ପୌଜିଆ ତରୁନମ ଏକ ଅଭିନବ ପ୍ରୟାସ କରିଛନ୍ତି । ନରେଗା ଏବଂ ମହିଳା ଏବଂ ଶିଶୁ ବିକାଶ ଯୋଜନା ଅଧିନରେ ଶିଶୁଙ୍କୁ ଆକର୍ଷିତ କରିବା ପାଇଁ ଅଙ୍ଗନୱାଡି ବିଲ୍ଡିଂକୁ ଏକ ନୂଆ ରୂପ ଦେଇଛନ୍ତି ଶିକ୍ଷା ଅଧିକାରୀ ।

ଏହି ଅଙ୍ଗନୱାଡି ବିଲ୍ଡିଂ ନିର୍ମାଣରେ 8 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁଥିରେ ନରେଗା ଯୋଜନା 5 ଲକ୍ଷ ଏବଂ ମହିଳା ଓ ଶିଶୁ ବିକାଶ 3 ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି । ତେବେ ବିଲ୍ଡିଂରେ କାନାଡା ଏବଂ ଇଂରାଜୀ ଭାଷାରେ ପଶୁ ଏବଂ ପକ୍ଷୀଙ୍କ ନାମ ଲେଖାଯାଇଛି । ଯାହା କୁନି କୁନି ଶିଶୁଙ୍କୁ ବେଶ ପସନ୍ଦ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.