ETV Bharat / bharat

ଜରାଶ୍ରମରେ ଶିକୁଳିରେ ବନ୍ଧା 70 ବୃଦ୍ଧବୃଦ୍ଧାଙ୍କୁ ଉଦ୍ଧାର କଲା ପୋଲିସ

ହାଇଦ୍ରାବାଦର ନାରଗମ ଗ୍ରାମର ଏକ ଜରାଶ୍ରମରେ ବୃଦ୍ଧ-ବୃଦ୍ଧାଙ୍କୁ ଅମାନବୀୟ ବ୍ୟବହାର କରିବା ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ...

case filed against management of the old age
ଜରାଶ୍ରମରେ ଶିକୁଳିରେ ବନ୍ଧା 70 ବୟଜ୍ୟଷ୍ଠକୁ ଉଦ୍ଧାର କଲା ପୋଲିସ
author img

By

Published : Jan 25, 2020, 10:25 PM IST

ହାଇଦ୍ରାବାଦ: ତେଲେଙ୍ଗାନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହାଇଦ୍ରାବାଦର ନାରଗମ ଗ୍ରାମର ଏକ ଜରାଶ୍ରମରେ ବୃଦ୍ଧ-ବୃଦ୍ଧାଙ୍କୁ ଅମାନବୀୟ ବ୍ୟବହାର କରିବା ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଛି ।

ପ୍ରକାଶିତ ଖବର ମୁତାବକ ଜରାଶ୍ରମରେ ରହୁଥିବା ବୃଦ୍ଧ-ବୃଦ୍ଧାଙ୍କୁ ଏକ କୋଠରୀରେ ଶିଙ୍କୁଳିରେ ବାନ୍ଧି ରଖାଯାଇଥିଲା। ପଡୋଶୀ ବୃଦ୍ଧ-ବୃଦ୍ଧାଙ୍କ କାନ୍ଦ ଶୁଣି ପୋଲିସକୁ ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା ।

ଏଠାରେ ଥିବା ଏକ ଜରାଶ୍ରମରୁ ପ୍ରାୟ 70 ଜଣ ବୃଦ୍ଧ-ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଡାକ୍ତରୀ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ମାନସୀକ ରୋଗୀ ବୋଲି ଜଣାପଡିଛି । ସମ୍ପୃକ୍ତ ଘଟଣାରେ ପୋଲିସ ଜରାଶ୍ରମର ପରିଚାଳକଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.