ETV Bharat / bharat

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: 9 ମୃତ - rajasthan latest accident news

ରାଜସ୍ଥାନର ଭିଲୱାଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 9 ମୃତ । ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିବାବେଳେ ବସ ଓ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଛି ।

bus-and-cruse-auto-accident-in-bhilwara-of-rajasthan-9-death
ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 9 ମୃତ୍ୟୁ
author img

By

Published : Feb 11, 2020, 9:12 AM IST

Updated : Feb 11, 2020, 10:15 AM IST

ଜୟପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 9 ମୃତ । ରାଜସ୍ଥାନର ଭିଲୱାଡାରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିବାବେଳେ ବସକୁ ଅଟୋ ଓଭରଟେକ କରି ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 9 ମୃତ୍ୟୁ

ସୂଚନା ଅନୁଯାୟୀ ରାଜସ୍ଥାନର ଭିଲୱାଡା ସହରର ଏକ କ୍ରୁଜର ଅଟୋରେ ବାହାରି କୋଟା ଜିଲ୍ଲାର ରାମଗଞ୍ଜ ଜିଲ୍ଲାରେ ବିବାହ କାର୍ଯ୍ୟରେ ଯୋଗଦେଇଥିଲେ । ରାତିରେ ଫେରୁଥିବାବେଳେ ଅଟୋ ଡ୍ରାଇଭରଙ୍କ ଖରାପ ଗାଡି ଚାଳନା ଯୋଗୁଁ ଏକ ବସକୁ ଓଭରଟେକ କରୁଥିବା ସମୟରେ ଧକ୍କା ଦେଇଥିଲା ଏବଂ ରାସ୍ତା ତଳକୁ ଖସିପଡିଥିଲା । ବସ ମଧ୍ୟ ଭାରସାମ୍ୟ ହରାଇ ଅନିୟନ୍ତ୍ରିତ ଭାବରେ ରାସ୍ତା ତଳକୁ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ 9 ଜଣଙ୍କ ମୃତ୍ୟୁ ଘଟିଛି । ଯେଉଁଥିରେ 5 ଜଣ ପୁରୁଷ ହୋଇଥିବାବେଳେ 3 ମହିଳା ଓ 1 ବାଳିକା ମୃତ୍ୟୁ ବରଣ କରିଛନ୍ତି ।

ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ପୋଲିସ ପହଞ୍ଚି ଆହତ 15 ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଭିଲୱାଡା ଜିଲ୍ଲାପାଳ ରାଜେନ୍ଦ୍ର ଭଟ୍ଟ ଚିକିତ୍ସାଳୟରେ ସଙ୍କଟାପନ୍ନଙ୍କୁ ସ୍ଥାନାନ୍ତର କରିଥିବା ସୂଚନା ଦେଇଛନ୍ତି ।

ସେହିପରି ରାଜସ୍ଥାନର ପାଲି ଜିଲ୍ଲାର ସଜୋତ ଥାନା ଅନ୍ତର୍ଗତ ଏନଏଚ 162ରେ ଅନିୟନ୍ତ୍ରିତ ଭାବରେ ଭାରସାମ୍ୟ ହରାଇ ଟ୍ରଲର ଏକ ଠିଆ ହୋଇଥିବା ଟ୍ରାଭେରା କାରକୁ ଧକ୍କାମାରିଛି । କାରରେ ଥିବା ତିନିଜଣ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିବାବେଳେ 6 ଜଣ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:भीलवाड़ा – रफ ड्राईविंग के चलते सोमवार देर रात एक रोडवेज बस लोगों के काल का ग्रास बन गयी। भीलवाड़ा से शादी समारोह में शरीक होकर अपने गांव लौट रहे परिवार को तेज रफ्तार के कहर ने काल का ग्रास बना दिया। यह परिवार भीलवाड़ा शहर से क्रूजर में सवार होकर कोटा जिले की रामगंज मण्‍डी के लिए रवाना हुआ था। क्रूजर को बिगोद कस्‍बे के पास रोडवेज चालक ने लापरवाही से चलाते हुए ऑवर ट्रेक करने के चक्‍कर में टक्‍कर मार दी। उसके बाद बस भी अनियन्त्रित होकर सडक से उतर गयी। जिसके कारण 9 व्‍यक्तियों की मौत हो गयी। जिसमें 5 पुरूष 3 महिला और एक बालिका थी । घायलों को बिगोद के उपस्‍वास्‍थ्‍य कैन्‍द्र में भर्ती करवाया गया। जहां से 15 गंभीर घायलों को भीलवाड़ा में रैफर कर दिया गया। वहीं सूचना पर जिला कलेक्‍टर राजेन्‍द्र भट्ट, पुलिस अधिक्षक हरेन्‍द्र महावर सहित कई अधिकारी भी अस्‍पताल में पहुंचे।
Body:घायल का कहना है कि वह रामगंज मण्‍डी तहसील के खन्‍धारा गांव के रहने वाले है। जिसमें से कुछ लोग मध्यप्रदेश के मंदसौर जिले से भी थे हम भीलवाड़ा में आजाद नगर निवासी जगदीश त्रिवेदी के बेटे की शादी समारोह में भात लेकर आये थे। कार्यक्रम में भाग लेने के बाद हम अपने गांव जा रहे थे। इस दौरान रोडवेज चालक ने ऑवर टेक करते हुए हम टक्‍कर मार दी। वहीं महात्‍मा गांधी चिकित्‍सालय के पीएमओ डॉ.अरूण गौड ने कहा कि अस्‍पताल में 15 घायलों को लाया गया था। जिसमें से 2 की रास्‍ते में ही मौत हो गयी। सभी घायलों को ईलाज जारी है और एक घायल की हालत अभी भी गंभीर बनी हुई है।

Conclusion:

बाइट – घायल

डॉ.अरूण गौड, पीएमओ, एमजीएच, भीलवाडा
Last Updated : Feb 11, 2020, 10:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.