ETV Bharat / bharat

ଶ୍ରେଷ୍ଠ ଭାରତ ନିର୍ମାଣ ପାଇଁ ବିଜେପି ସଂକଳ୍ପବନ୍ଧ: ବୈଜୟନ୍ତ - bjp abhiyan 2019

ସିକିମରେ ପହଞ୍ଚିଛନ୍ତି ବରିଷ୍ଠ ବିଜେପି ନେତା  ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ସଦସ୍ୟତା ଅଭିଯାନ 2019କୁ ତ୍ବରାନ୍ବିତ କରିବା ପାଇଁ ସିକିମ ଯାଇଛନ୍ତି ବୈଜୟନ୍ତ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ
author img

By

Published : Jul 22, 2019, 10:24 PM IST

ଭୁବନେଶ୍ବର : ଜୋରସୋରରେ ଆଗେଇ ଚାଲିଛି ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ସଦସ୍ୟତା ଅଭିଯାନ 2019 । ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ସିକିମରେ ପହଞ୍ଚିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ସିକିମର ସିଙ୍ଗତମରେ ଆୟୋଜିତ ଏକ ସାଙ୍ଗଠନିକ ବୈଠକରେ ଯୋଗଦେଇ ସେ ଜନତାଙ୍କୁ ବିଜେପିର ସଦସ୍ୟତା ଗ୍ରହଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ନୀତିରେ ବିଜେପି ସରକାର ଦେଶକୁ ଅତୁଳନୀୟ ପ୍ରଗତିରେ ଆଗେଇ ନେଉଛି । ଶ୍ରେଷ୍ଠ ଭାରତ ନିର୍ମାଣ ପାଇଁ ବିଜେପି ସଂକଳ୍ପବନ୍ଧ ବୋଲି କହିଲେ ବୈଜୟନ୍ତ । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ନେତୃତ୍ବରେ ଦେଶର ବିକାଶ ପଥରେ ସକ୍ରିୟ ଯୋଗଦାନ ପାଇଁ ସିକିମ ବାସୀଙ୍କୁ କହିଛନ୍ତି ।

ସିକିମର କିଛି ଯୁବକ, ଯୁବତୀ ଓ ମହିଳା ବିଜେପି ସଦସ୍ୟତା ଗ୍ରହଣ କରିଥିଲେ । ସଭାରେ ସିକିମର ବିଭିନ୍ନ ପଦାଧିକାରୀଙ୍କ ସହ ବିଜେପିର ଶତାଧିକ କର୍ମୀ ଉରପସ୍ଥିତ ଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.