ETV Bharat / bharat

ଟୁକଡେ ଟୁକଡେ ଗ୍ୟାଙ୍ଗ୍‌ର ହେବ ସମାପ୍ତ: ନିତିଶ କୁମାର

author img

By

Published : Jan 29, 2020, 2:04 AM IST

ଶରଜିଲ ଇମାମର ଗିରଫକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବଡ ବୟାନ । ଟୁକଡେ ଟୁକଡେ ଗ୍ୟାଙ୍ଗ୍‌ର ସମାପ୍ତ ହେବ କହିଲେ ନିତିଶ । ଅଧିକ ପଢନ୍ତୁ...

ଟୁକଡେ ଟୁକଡେ ଗ୍ୟାଙ୍ଗ୍‌ର ହେବ ସମାପ୍ତ: ନିତିଶ କୁମାର
ଟୁକଡେ ଟୁକଡେ ଗ୍ୟାଙ୍ଗ୍‌ର ହେବ ସମାପ୍ତ: ନିତିଶ କୁମାର

ପାଟନା: ଦେଶଦ୍ରୋହ ମାମଲାରେ ଶରଜିଲ ଇମାମର ଗିରଫକୁ ନେଇ ବଡ ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । ଟୁକଡେ ଟୁକଡେ ଗ୍ୟାଙ୍ଗ ଏବେ ସମାପ୍ତ ହୋଇଯିବ ବୋଲି କହିଛନ୍ତି ନିତିଶ । ଦେଶ ବିରୋଧୀ ଭାଷଣ ଦେଇଥିବା ଶରଜିଲକୁ ଦିଲ୍ଲୀ ପୋଲିସ ବିହାରର ଜାହାନାବାଦରୁ ଗିରଫ କରିଛି । କେହି ବି ଦେଶ ହିତରେ ହୋଇ ନଥିବା କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ନିତିଶ କହିଛନ୍ତି ।

ପୋଲିସକୁ 2ଟି ଭାଇରାଲ ଭିଡିଓ ମିଳିଥିବା ଡିସିପି ରାଜେଶ ଦେବ ସୂଚନା ଦେଇଛନ୍ତି । ଗୋଟିଏ ଭିଡିଓ 13 ଡିସେମ୍ବରର ଜାମିୟାର ହୋଇଥିବାବେଳେ ଅନ୍ୟଟି 16 ଡିସେମ୍ବର ଏମଏମୟୁର ବୋଲି କୁହାଯାଉଛି । ଏହି 2ଟି ଭିଡିଓରେ ଶରଜିଲ ଦେଶ ବିରୋଧୀ ବୟାନ ଦେଇଥିବା ଦର୍ଶାଯାଇଛି । ଭିଡିଓକୁ ନେଇ 25 ଜାନୁଆରୀ କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.