ETV Bharat / bharat

କୋରୋନା ଚିକିତ୍ସା ପାଇଁ ଆୟୁର୍ବେଦ ? ସପ୍ତାହକ ମଧ୍ୟରେ ହେବ ଟ୍ରାଏଲ; ଆୟୁଷ ମନ୍ତ୍ରୀ - ଆୟୁର୍ବେଦ କୋରୋନା

କୋରୋନାକୁ ମୂଳୋତ୍ପାଟନ କରିବା ପାଇଁ କୌଣସି ଔଷଧ, ଟୀକା ଏପର୍ଯ୍ୟନ୍ତ ବିକଶିତ ହୋଇପାରିନାହିଁ । ଏପରି ସଙ୍କଟ ପରିସ୍ଥିତିରେ ଭାରତ ସରକାର ଆୟୁର୍ବେଦର ସହାୟତା ନେଉଛନ୍ତି । କୋରୋନା ଭାଇରସ ସଂକ୍ରମଣ ଚିକିତ୍ସା ପାଇଁ ଭାରତ 4ଗୋଟି ପାରମ୍ପରିକ ଔଷଧ ସମ୍ମିଶ୍ରଣ କରିବା ଉପରେ ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଗୁରୁବାର ଏକ ଟ୍ବିଟରେ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ
କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ
author img

By

Published : May 15, 2020, 12:03 AM IST

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ପ୍ରକୋପ ବୃଦ୍ଧି ପାଇବାରେ ଲାଗୁଛି । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ । କୋରୋନାକୁ ମୂଳୋତ୍ପାଟନ କରିବା ପାଇଁ କୌଣସି ଔଷଧ, ଟୀକା ଏପର୍ଯ୍ୟନ୍ତ ବିକଶିତ ହୋଇପାରିନାହିଁ । ଏପରି ସଙ୍କଟ ପରିସ୍ଥିତିରେ ଭାରତ ସରକାର ଆୟୁର୍ବେଦର ସହାୟତା ନେଉଛନ୍ତି । କୋରୋନା ଭାଇରସ ସଂକ୍ରମଣ ଚିକିତ୍ସା ପାଇଁ ଭାରତ 4ଗୋଟି ପାରମ୍ପରିକ ଔଷଧ ସମ୍ମିଶ୍ରଣ କରିବା ଉପରେ ପ୍ରୟାସ ଜାରି ରଖିଛନ୍ତି । କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଗୁରୁବାର ଏକ ଟ୍ବିଟରେ ଏନେଇ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@shripadynaik
ଫଟୋ ସୌଜନ୍ୟ: ଟ୍ବିଟର@shripadynaik
କୋରୋନା ଚିକିତ୍ସା ପାଇଁ ଆୟୁର୍ବେଦ? ସପ୍ତାହକ ମଧ୍ୟରେ ହେବ ଟ୍ରାଏଲ; ଆୟୁଷ ମନ୍ତ୍ରୀ

ଟ୍ବିଟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ଚିକିତ୍ସା ପଦ୍ଧତିକୁ ଏକ ସପ୍ତାହ ମଧ୍ୟରେ ଆଡ୍-ଅନ୍ ଥେରାପି ଭାବରେ କୋରୋନା ରୋଗୀଙ୍କ ପାଇଁ ବ୍ୟବହାର କରାଯିବ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଶ୍ଚିତ ଏବଂ ସମ୍ପୂର୍ଣ୍ଣ ଆଶାବାଦୀ ଯେ ପାରମ୍ପାରିକ ଔଷଧୀୟ ବ୍ୟବସ୍ଥା ଏହି ମହାମାରୀକୁ ଦୂର କରିବାର ରାସ୍ତା ଦେଖାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.