ଗୌହାଟୀ: ଆସାମରେ କାର୍ଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ବର୍ଗର କଳାକାର ଓ ଟେକ୍ନିସିଆନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। କଳାକାର ଓ ଟେକ୍ନିସିଆନଙ୍କ ସୁବିଧା ସୁଯୋଗ ପାଇଁ ଏହି ସହାୟତା ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଂସ୍କୃତି ବିଭାଗ ପ୍ରଦାନ କରିବ। ଏକକାଳୀନ ରାଜ୍ୟର ପ୍ରାୟ 2 ହଜାର କଳାକାର ଓ ଟେକ୍ନିସିଆନଙ୍କୁ 50 ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ଆଜି ଏ ସମ୍ପର୍କରେ ଆସାମ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ନବା କୁମାର ଡୋଲୀ କହିଛନ୍ତି ଯେ, ଖୁବଶୀଘ୍ର କଳାକାରଙ୍କ ସହାୟତା ପାଇଁ ତାଙ୍କ ବିଭାଗ କାମ ଆରମ୍ଭ କରିବ।
କଳାକାରଙ୍କୁ 50 ହଜାର ଦେବେ ଆସାମ ସରକାର
ରାଜ୍ୟର ସମସ୍ତ କଳାକାରଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ଦେବେ ଆସାମ ସରକାର। ପଢନ୍ତୁ କେଉଁମାନେ ପାଇବେ ଏହି ସହାୟତା...
ଗୌହାଟୀ: ଆସାମରେ କାର୍ଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ବର୍ଗର କଳାକାର ଓ ଟେକ୍ନିସିଆନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। କଳାକାର ଓ ଟେକ୍ନିସିଆନଙ୍କ ସୁବିଧା ସୁଯୋଗ ପାଇଁ ଏହି ସହାୟତା ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସଂସ୍କୃତି ବିଭାଗ ପ୍ରଦାନ କରିବ। ଏକକାଳୀନ ରାଜ୍ୟର ପ୍ରାୟ 2 ହଜାର କଳାକାର ଓ ଟେକ୍ନିସିଆନଙ୍କୁ 50 ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ଆଜି ଏ ସମ୍ପର୍କରେ ଆସାମ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ନବା କୁମାର ଡୋଲୀ କହିଛନ୍ତି ଯେ, ଖୁବଶୀଘ୍ର କଳାକାରଙ୍କ ସହାୟତା ପାଇଁ ତାଙ୍କ ବିଭାଗ କାମ ଆରମ୍ଭ କରିବ।
Thiruvananthapuram : Stones were hurled at KSRTC buses in several places, shops forcibly closed and protest marches held in support of the dawn-to-dusk hartal on Tuesday turned violent as police took into preventive arrest over 200 people as a precautionary measure. The hartal is being organised by a group of 30 Islamic and political outfits against the amended Citizenship Act and police action against Jamila Milia Islamia students in Delhi. RSS activist named CP.Shinoj was beaten by harthal supporters in Iriti. Hartal supporters also attacked the vehicles in Mattannur. They also attack the vehicles. Political parties belonging to the ruling CPM-LDF and opposition Congress-UDF are keeping away from the hartal being held a day after the the two rival fronts organised a joint protest at Martyr's column against the law. According to reports, stone pelting incidents were reported in Thiruvananthapuram's Peroorkada, Palakkad, Wayanad, Kozhikode, and in Kochi's Aluva.
Conclusion: