ETV Bharat / bharat

ୟୁରୋପୀୟ ସଂସଦଙ୍କ ଜାମ୍ମୁକାଶ୍ମୀର ଗସ୍ତ ନେଇ ମୋଦିଙ୍କୁ ଓୱେସୀଙ୍କ ଟାର୍ଗେଟ - asaduddin owais target modi on EU visit jamukasmir

ଗତ ମଙ୍ଗଳବାର ଜମ୍ମୁକାଶ୍ମୀରର ସ୍ଥିତି ପରଖିବା ପାଇଁ 28 ଜଣିଆ ୟୁରୋପୀୟ ୟୁନିୟନ ସଂସଦର ପ୍ରତିନିଧି ମଣ୍ଡଳ ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି। ଯାହାକୁ ନେଇ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଫାଇଲ ଫଟୋ
author img

By

Published : Oct 30, 2019, 5:16 PM IST

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଜମ୍ମୁ-କାଶ୍ମୀରର ସ୍ଥିତି ପରଖିବା ପାଇଁ 28 ଜଣିଆ ୟୁରୋପୀୟ ୟୁନିୟନ ସଂସଦର ପ୍ରତିନିଧି ମଣ୍ଡଳୀ ସେଠାକୁ ଗସ୍ତ କରିଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ। ଏକ ସ୍ବତନ୍ତ୍ର ଗଣମାଧ୍ୟମକୁ ସାକ୍ଷାତ କରି ସେ କହିଛନ୍ତି, ଏହି ୟୁରୋପୀୟାନ ୟୁନିୟନ ସଂସଦର ପ୍ରତିନିଧିମଣ୍ଡଳୀ ସରକାରୀ ନୁହେଁ । ଏହା ସହ ସେଠାରେ କୌଣସି ପାର୍ଟି ନଥିଲା । ହେଲେ ୟୁରୋପରୁ ଆସିଥିବା ବିଦେଶୀ ପ୍ରତିନିଧି ମଣ୍ଡଳୀ ସେଠାକୁ ଅନୌପଚାରିକ ଭାବେ ଗସ୍ତ କରିଛନ୍ତି । ଏହାଦ୍ବାରା ମୋଦି ସରକାରଙ୍କ ଉଦ୍ଦେଶ୍ୟ ଜଣାପଡୁଛି । ଯେଉଁଥିରେ ତାଙ୍କର ବୈଦେଶିକ ନୀତିରେ ଥିବା ଦ୍ବନ୍ଦ ଜଣାପଡୁଛି।

ଏହାସହ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଆରମ୍ଭରୁ କହିଥିଲୁ ଧାରା 370 ଉଚ୍ଛେଦ କରିବା ଭୁଲ୍ ଏବଂ ଅସାମ୍ବିଧାନିକ। ଜାମ୍ମୁକାଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରେ ଆମକୁ ଆନ୍ତରାଷ୍ଟ୍ରୀୟ ସ୍ତରରେ ଲଜ୍ୟାଜନକ ପରିସ୍ଥତିର ସାମ୍ନା କରିବାକୁ ପଡୁଛି । ସବୁଠାରୁ ବଡ କଥା ହେଲା ଯେ, ମୋଦି ସରକାର ଏଭଳି ଲୋକଙ୍କୁ ସେ ସ୍ଥାନକୁ ନେଉଛନ୍ତି ଯେଉଁମାନେ ହିଟଲର ଏବଂ ନାଜୀ ବିଚାରଧାରାକୁ ସମର୍ଥନ କରୁଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.