ETV Bharat / bharat

ମଧ୍ୟପ୍ରଦେଶ ସେଓନି ଅଞ୍ଚଳରେ 3.5 ତୀବ୍ରତାର ଭୂମିକମ୍ପ - ମଧ୍ୟପ୍ରଦେଶ ଭୂମିକମ୍ପ ଖବର

ଭୂମିକମ୍ପରେ ଥରିଲା ମଧ୍ୟପ୍ରଦେଶର ସେଓନି ଅଞ୍ଚଳ। ଭୂମିକମ୍ପର ରିକ୍ଟର ସ୍କେଲ ତୀବ୍ରତା 3.5 ରହିଛି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶର ସେଓନି ଅଞ୍ଚଳରେ 3.5 ତିବ୍ରତାର ଭୂମିକମ୍ପ

author img

By

Published : Oct 31, 2020, 10:14 PM IST

ଭୋପାଲ: ଭୂମିକମ୍ପରେ ଥରିଲା ମଧ୍ୟପ୍ରଦେଶର ସେଓନି ଅଞ୍ଚଳ। ଶନିବାର ସକାଳ ସଂନ୍ଧ୍ୟା 6.16 ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି ।

ମଧ୍ୟପ୍ରଦେଶର ସେଓନି ଅଞ୍ଚଳରେ 3.5 ତିବ୍ରତାର ଭୂମିକମ୍ପ
ମଧ୍ୟପ୍ରଦେଶର ସେଓନି ଅଞ୍ଚଳରେ 3.5 ତିବ୍ରତାର ଭୂମିକମ୍ପ

ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 3.5 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛନ୍ତି ।

ସୂଚନାଥାଉକି ତୁର୍କୀ ଓ ଗ୍ରୀସରେ ଭୟଙ୍କର ଭୂକମ୍ପ ହୋଇଛି । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଭୂକମ୍ପରେ ତୁର୍କୀ ଓ ଗ୍ରୀସରେ ମୃତ୍ୟୁ ସଂଖ୍ୟା 17 କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.