ETV Bharat / bharat

AN-32 ବିମାନ ଦୁର୍ଘଟଣାରେ ସମସ୍ତ ଶହୀଦଙ୍କ ମୃତଦେହ ଉଦ୍ଧାର

author img

By

Published : Jun 20, 2019, 11:35 PM IST

ବାୟୁସେନା ବିମାନ AN-32 ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଶୁକ୍ରବାର ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘଦିନର ଅପରେସନ ପରେ 6 ଜଣଙ୍କ ମୃତଦେହ ମିଳିସାରିଥିବା ବେଳେ ଅନ୍ୟ 7 ଜଣଙ୍କ ମୃତଦେହର ଅଂଶବିଶେଷ ମଧ୍ୟ ମିଳିଛି ।

ଫଟୋ ସୌଜନ୍ୟ- ଏଏନଆଇ

ନୂଆଦିଲ୍ଲୀ: ବାୟୁସେନା ବିମାନ AN-32 ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଶୁକ୍ରବାର ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘଦିନର ଅପରେସନ ପରେ 6 ଜଣଙ୍କ ମୃତଦେହ ମିଳିସାରିଥିବା ବେଳେ ଅନ୍ୟ 7 ଜଣଙ୍କ ମୃତଦେହର ଅଂଶବିଶେଷ ଅରୁଣାଚଳ ପ୍ରଦେଶ ସିଂୟାମ ଜିଲ୍ଲାରୁ ମିଳିଛି । ତେବେ ସମସ୍ତ ମୃତଦେହର ଅବଶେଷକୁ ଏକାଠି କରିବାକୁ ଉଦ୍ଧାର କାମ ଜାରି କରିଛି । ଅନୂକୁଳ ପାଗ ରହିଥିବାରୁ ଏତେଦିନର ଅପରେସନ ସଫଳ ହୋଇଥିବା କୁହାଯାଇଛି ।

ସୂଚନା ଯୋଗ୍ୟ, ଜୁନ 3ରେ ଘଟିଥିଲା ଏହି ଦୁର୍ଘଟଣା । ଆସାମର ଜୋରହାଟରୁ ଉଡାଣ ଭରିଥିବା ବାୟୁସେନା ବିମାନ AN-32 ସହ କିଛି ସମୟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବହୁ ଖୋଜାଖୋଜି କରିବା ପରେ ବିମାନ କିମ୍ବା ବିମାନରେ ଥିବା 13 ଜଣଙ୍କ ପତ୍ତା ପାଇନଥିଲା ବାୟୁ ସେନା । ସେହି ସମୟରେ ଅନେକ ଥର ପ୍ରତିକୂଳ ପାଗ ମଧ୍ୟ ବାଧା ଦେଇଥିଲା ।

ଶେଷରେ 9 ଦିନ ପରେ ବିମାନର ଭଗ୍ନାବଶେଷ ମିଳିବା ସହ ସମସ୍ତ ସଦସ୍ୟଙ୍କୁ ମୃତ ଘୋଷଣା କରିଥିଲା ବାୟୁସେନା । ଏହି ବିମାନରେ ଥିବା ପାଇଲଟ ମଧ୍ୟ ଓଡିଆ ଥିଲେ । ତେବେ ସମସ୍ତଙ୍କ ମୃତ୍ୟୁ ଖବର ବାୟୁସେନା ଦେବା ପରେ ଆଜି ଆଉ କିଛି ମୃତଦେହର ଅବଶେଷ ଉଦ୍ଧାର କରାଯାଇଛି ।

Intro:Body:

ନୂଆଦିଲ୍ଲୀ: ବାୟୁସେନା ବିମାନ AN-32 ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଶୁକ୍ରବାର ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦୀର୍ଘଦିନର ଅପରେସନ ପରେ 6 ଜଣଙ୍କ ମୃତଦେହ ମିଳିସାରିଥିବା ବେଳେ ଅନ୍ୟ 7 ଜଣଙ୍କ ମୃତଦେହର ଅଂଶବିଶେଷ ମଧ୍ୟ ମିଳିଛି । ତେବେ ସମସ୍ତ ମୃତଦେହର ଅବଶେଷକୁ ଏକାଠି କରିବାକୁ ଉଦ୍ଧାର କାମ ଜାରି କରିଛି । ଅନୂକୁଳ ପାଗ ରହିଥିବାରୁ ଏତେଦିନର ଅପରେସନ ସଫଳ ହୋଇଥିବା କୁହାଯାଇଛି ।    

ସୂଚନା ଯୋଗ୍ୟ, ଜୁନ 3ରେ ଘଟିଥିଲା ଏହି ଦୁର୍ଘଟଣା । ଆସାମର ଜୋରହାଟରୁ ଉଡାଣ ଭରିଥିବା ବାୟୁସେନା ବିମାନ AN-32 ସହ କିଛି ସମୟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବହୁ ଖୋଜାଖୋଜି କରିବା ପରେ ବିମାନ କିମ୍ବା ବିମାନରେ ଥିବା 13 ଜଣଙ୍କ ପତ୍ତା ପାଇନଥିଲା ବାୟୁ ସେନା । ସେହି ସମୟରେ ଅନେକ ଥର ପ୍ରତିକୂଳ ପାଗ ମଧ୍ୟ ବାଧା ଦେଇଥିଲା ।

ଶେଷରେ 9 ଦିନ ପରେ ବିମାନର ଭଗ୍ନାବଶେଷ ମିଳିବା ସହ ସମସ୍ତ ସଦସ୍ୟଙ୍କୁ ମୃତ ଘୋଷଣା କରିଥିଲା ବାୟୁସେନା । ଏହି ବିମାନରେ ଥିବା ପାଇଲଟ ମଧ୍ୟ ଓଡିଆ ଥିଲେ । ତେବେ ସମସ୍ତଙ୍କ ମୃତ୍ୟୁ ଖବର ବାୟୁସେନା ଦେବା ପରେ ଆଜି ଆଉ କିଛି ମୃତଦେହର ଅବଶେଷ ଉଦ୍ଧାର କରାଯାଇଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.