ETV Bharat / bharat

ଅମିତ ଶାହ@55, ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସହଯୋଗୀ

author img

By

Published : Oct 22, 2019, 10:15 AM IST

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଜି ହେଉଛି ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କେନ୍ଦ୍ରମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ, ସୁସ୍ଥଜୀବନ ଓ ସମୃଦ୍ଧି କାମନା କରିଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମଙ୍ଗଳବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଜଣେ କର୍ମଠ, ଅନୁଭବୀ, ଦକ୍ଷ କାର୍ଯ୍ୟକର୍ତ୍ତା ସାଙ୍ଗକୁ ମୋ ମନ୍ତ୍ରୀମଣ୍ଡଳର ଜଣେ ଭଲ ସହଯୋଗୀ । ଜନ୍ମଦିନର ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । କେନ୍ଦ୍ରରେ ସରକାର ଗଠନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିବାବେଳେ ଭାରତକୁ ସଶକ୍ତ ଏବଂ ସୁରକ୍ଷିତ କରିବା ଦିଗରେ ମଧ୍ୟ ତାଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଈଶ୍ବର ତାଙ୍କୁ ଦୀର୍ଘାୟୁ ଏବଂ ସର୍ବଦା ସୁସ୍ଥ ରଖନ୍ତୁ ।

amit-shah-birthday
ଗୃହମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏକ ଟ୍ବିଟ୍ ମାଧ୍ୟମରେ ସେ କହିଛନ୍ତି, ସେ ଜଣେ ରାଜନୈତିକ ଯୋଦ୍ଧା, ପରିଶ୍ରମୀ ଏବଂ ଦକ୍ଷ ରାଜନୀତି ରଣନୀତିକାର। ଦେଶକୁ ସୁରକ୍ଷା କରିବା ଏବଂ ଅଧିକ ମଜବୁତ କରିବା ଦିଗରେ ସେ କାମ କରୁଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଶାହଙ୍କ ଦୀର୍ଘାୟୁ ଏବଂ ସୁସ୍ଥତାର କାମନା କରୁଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

amit-shah-birthday
ଶାହଙ୍କୁ ରାଜନାଥଙ୍କ ଶୁଭେଚ୍ଛା
ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରମୁଖ ରାଜନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘାୟୁ, ସୁସ୍ଥଜୀବନ ଓ ସମୃଦ୍ଧିର କାମନା କରିଛନ୍ତି ।
amit-shah-birthday
ଶାହଙ୍କୁ ବୈଜୟନ୍ତଙ୍କ ଶୁଭେଚ୍ଛା
amit-shah-birthday
ଶାହଙ୍କୁ ପ୍ରତାପଙ୍କ ଶୁଭେଚ୍ଛା
amit-shah-birthday
ଶାହଙ୍କୁ ସ୍ମୃତିଙ୍କ ଶୁଭେଚ୍ଛା
amit-shah-birthday
ଶାହଙ୍କୁ ଗଡକରୀଙ୍କ ଶୁଭେଚ୍ଛା
amit-shah-birthday
ଶାହଙ୍କୁ ଧର୍ମେନ୍ଦ୍ରଙ୍କ ଶୁଭେଚ୍ଛା
amit-shah-birthday
ଶାହଙ୍କୁ ଜୁଏଲଙ୍କ ଶୁଭେଚ୍ଛା

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.