ETV Bharat / bharat

5 ଅନ୍ତର୍ଜାତୀୟ ସ୍ଥାନକୁ ବିମାନ ଚଳାଚଳ ବନ୍ଦ କଲା ଏୟାର ଇଣ୍ଡିଆ - ସଙ୍କଟରେ ଭାରତୀୟ ବିମାନ କ୍ଷେତ୍ର

କୋରୋନା ଭାଇରସ ଯୋଗୁଁ ବିଶ୍ୱ ସମେତ ସାରା ଦେଶରେ ଏକ ବଡ଼ ଆର୍ଥିକ ସଙ୍କଟ ଦେଖାଦେଇଛି । ରାଜସ୍ୱ ହରାଇବା କାରଣରୁ ଏୟାର ଇଣ୍ଡିଆ 5 ଗନ୍ତବ୍ୟସ୍ଥଳ- ମାଡ୍ରିଡ, ମିଲାନ, କୋପେନହାଗେନ, ଭିଏନା ଏବଂ ଷ୍ଟକହୋମକୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

5 ୟୁରୋପୀୟ ଗନ୍ତବ୍ୟସ୍ଥଳକୁ ଏୟାର ଇଣ୍ଡିଆ ବିମାନ ଚଳାଚଳ ବନ୍ଦ

author img

By

Published : Aug 13, 2020, 12:48 PM IST

ନୂଆଦିଲ୍ଲୀ: 5 ସ୍ଥାନକୁ ଏବେ ଉଡ଼ିବନି ଏୟାର ଇଣ୍ଡିଆ ବିମାନ । କୋରୋନା ଭାଇରସ ଯୋଗୁଁ ବିଶ୍ୱ ସମେତ ସାରା ଦେଶରେ ଏକ ବଡ଼ ଆର୍ଥିକ ସଙ୍କଟ ଦେଖାଦେଇଛି । ତେବେ ଏହି ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରରେ ବିଶେଷ ପ୍ରଭାବ ପକାଇଛି । ରାଜସ୍ୱ ହରାଇବା କାରଣରୁ ଏୟାର ଇଣ୍ଡିଆ 5 ଗନ୍ତବ୍ୟସ୍ଥଳ- ମାଦ୍ରିଦ, ମିଲାନ, କୋପେନହାଗେନ, ଭିଏନା ଏବଂ ଷ୍ଟକହୋମକୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ତେବେ ୟୁରୋପୀୟ ୟୁନିଅନର ଲଣ୍ଡନ, ପ୍ୟାରିସ, ରୋମ ଏବଂ ଫ୍ରାଙ୍କଫର୍ଟକୁ ଏୟାର ଇଣ୍ଡିଆ ଉଡ଼ିବ ବୋଲି ଏଆର ସମ୍ବାଦଦାତା ସୂତ୍ରରୁ ପ୍ରକାଶ ପାଇଛି । ଏଥିସହ, IATA କହିଛି ଯେ,2020ରେ ବିଶ୍ବର ଯାତ୍ରୀ ସଂଖ୍ୟା 2019 ତୁଳନାରେ 55% ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.