ETV Bharat / bharat

ଯିଏ ବନ୍ଧୁକ ଉଠାଇବ ସିଏ ମରିବ: ସେନା

author img

By

Published : Feb 19, 2019, 12:57 PM IST

କଶ୍ମୀରବାସୀ ଓ ଆତଙ୍କବାଦୀକୁ ସେନାର ଚେତାବନୀ। ବନ୍ଧୁକ ଉଠାଇଲେ ପରିଣାମ ଭୋଗିବ ବୋଲି ସେନା ଓ ଜମ୍ମୁ ପୋଲିସ ଏକ ପ୍ରେସ କନଫରେନସ ଜରିଆରେ ଏହି ସୂଚନା ଦେଇଛି । ଏଥିସହ ଯେଉଁମାନେ ଆତଙ୍କବାଦୀ ଲିଙ୍କରେ ଅଛନ୍ତି ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦିଆଯାଇଛି।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଗାଜି ନିହତ ହୋଇଛି । ଏହାପରେ ଉଭୟ ସେନା ଓ ପୋଲିସ ମିଳିତ ସମ୍ମିଳନୀ କରି କଶ୍ମୀର ମହିଳାଙ୍କୁ ଆହ୍ୱାନ କରିଛନ୍ତି । ଏଥିସହ ଆତଙ୍କବାଦୀଙ୍କ ଲିଙ୍କରେ ଥିବା ବ୍ୟକ୍ତି ଓ ପଥର ଫିଙ୍ଗାଳିଙ୍କୁ ଚେତାବନୀ ଦେଇଛନ୍ତି ।

ଜୈଶ-ଏ-ଅହମ୍ମଦ ପାକିସ୍ତାନର ଏକ ଆତଙ୍କବାଦୀ ସଙ୍ଗଠନ। ଯାହାର ଆଭିମୁଖ୍ୟ ଆତଙ୍କବାଦୀ ଆକ୍ରମଣ କରିବା ଏବଂ କଶ୍ମୀରରେ ହିଂସା ସୃଷ୍ଟି କରିବା। ପାକିସ୍ତାନର ଗୁଇନ୍ଦା ଏଜେନ୍ସି(ଆଇଏସଆଇ) ଦ୍ୱାରା ନିୟନ୍ତ୍ରିତ ହେଉଥିବା ସେନା କହିଛି ।

  • Zulfiquar Hasan, CRPF on Pulwama terrorist attack: The incident happened because of an IED laden civilian car. The ROP had secured the highway. Now, SOP on civilian cars will be changed. pic.twitter.com/XG70goaaKd

    — ANI (@ANI) February 19, 2019 " class="align-text-top noRightClick twitterSection" data=" ">
undefined
  • KJS Dhillon, Corps Commander of Chinar Corps, Indian Army: Our focus is clear on counter-terrorism operations. We are very clear that anyone who enters Kashmir Valley will not go back alive. pic.twitter.com/hSXmPoPmwb

  • KJS Dhillon, Corps Commander of Chinar Corps, Indian Army: There is no doubt that Pakistan Army & ISI is involved. JeM is a child of the Pakistan Army. pic.twitter.com/uGhNkrimQw

ସେନା କହିଛି ଆକ୍ରମଣର 100 ଘଣ୍ଟା ମଧ୍ୟରେ ଘାଟିରେ ଥିବା ଜୈଶର କମାଣ୍ଡରଙ୍କୁ ମାରି ଦିଆଯାଇଛି । ଆଗାମୀ ଦିନରେ ସେନା ଉପରକୁ ଯିଏ ବନ୍ଧୁକ ଉଠାଇବ ସିଏ ମରିବ ବୋଲି କହିଛି ସେନା । ସାଧାରଣ ଲୋକଙ୍କୁ ମାରିବା ଯବାନଙ୍କ ଲକ୍ଷ୍ୟ ନୁହେଁ । ହେଲେ ଯିଏ ସହଯୋଗ କରିବ ସେ ସେନାର କଡ଼ା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
undefined

କାଶ୍ମୀର ମହିଳାଙ୍କୁ ଆହ୍ୱାନ କରି କହିଛନ୍ତି କି ସେମାନେ ତାଙ୍କ ପରିବାରଙ୍କୁ ଆତ୍ମସମର୍ପଣ କରିବାକୁ କୁହନ୍ତୁ। ଯେଉଁମାନେ ଆତଙ୍କବାଦୀଙ୍କ ଲିଙ୍କରେ ଅଛନ୍ତି। ସେନା ପାଖରେ ଆତ୍ମସମର୍ପଣ ପଲିସି ରହିଛି । ଯଦି ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କର ପ୍ରମାଣ ମିଳିବ ତାହେଲେ ସେନା କାର୍ଯ୍ୟାନୁଷ୍ଠାନ ନେବାରୁ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି ସେନା । ତେବେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଯବାନ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ସେନା ପ୍ରକାଶ କରିଛି।

Intro:Body:

ଯିଏ ବନ୍ଧୁକ ଉଠାଇବ ସିଏ ମରିବ: ସେନା

ନୂଆଦିଲ୍ଲୀ: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ଗାଜି ନିହତ ହୋଇଛି । ଏହାପରେ ଉଭୟ ସେନା ଓ ପୋଲିସ ମିଳିତ ସମ୍ମିଳନୀ କରି କଶ୍ମୀର ମହିଳାଙ୍କୁ ଆହ୍ବାନ କରିଛନ୍ତି । ଏଥିସହ ଆତଙ୍କବାଦୀଙ୍କ ଲିଙ୍କରେ ଥିବା ବ୍ୟକ୍ତି ଓ ପଥର ଫିଙ୍ଗାଳିଙ୍କୁ ଚେତାବନୀ ଦେଇଛନ୍ତି ।

ଜୈଶ-ଏ-ଅହମ୍ମଦ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ । ଯାହାର ଆଭିମୁଖ୍ୟ ଆତଙ୍କବାଦୀ ଆକ୍ରମଣ କରିବା ଏବଂ କଶ୍ମୀରରେ ହିଂସା ସୃଷ୍ଟି କରିବା । ପାକିସ୍ତାନର ଗୁଇନ୍ଦା ଏଜେନ୍ସି(ଆଇଏସଆଇ) ସହ ନିୟନ୍ତ୍ରଣ ହେଉଥିବା ସେନା କହିଛି ।

ସେନା କହିଛି ଆକ୍ରମଣର 100 ଘଣ୍ଟା ମଧ୍ୟରେ ଘାଟିରେ ଥିବା ଜୈଶର କମାଣ୍ଡରଙ୍କୁ ମାରି ଦିଆଯାଇଛି । ଆଗାମୀ ଦିନରେ ସେନା ଉପରକୁ ଯିଏ ବନ୍ଧୁକ ଉଠାଇବ ସିଏ ମରିବ ବୋଲି କହିଛି ସେନା । ସାଧାରଣ ଲୋକଙ୍କୁ ମାରିବା ଯବାନଙ୍କ ଲକ୍ଷ୍ୟ ନୁହେଁ । ହେଲେ ଯିଏ ସହଯୋଗ କରିବ ସେ ସେନାର କଡ଼ା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

କାଶ୍ମୀର ମହିଳାଙ୍କୁ ଆହ୍ବାନ କରି କହିଛନ୍ତି କି ସେମାନେ ତାଙ୍କ ପୁଅଙ୍କୁ ଆତ୍ମସମର୍ପଣ କରିବାକୁ କୁହନ୍ତୁ । ସେନା ପାଖରେ ଆତ୍ମସମର୍ପଣ ପଲିସି ରହିଛି । ଯଦି ଆତଙ୍କବାଦୀ ସଂଗଠନ ସହ ଲିଙ୍କର ପ୍ରମାଣ ମିଳିବ ତାହେଲେ ସେନା କାର୍ଯ୍ୟାନୁଷ୍ଠାନ ନେବାରୁ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି ସେନା ।

ତେବେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ସେନାର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ବୋଲି ସେନା ପ୍ରକାଶ କରିଛି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.