ETV Bharat / bharat

ଭିଲୱାରାରେ ମାରୁତିକୁ ପିଟିଲା ଟ୍ରଲର, 7 ମୃତ - Bhilwara road accident

ଚିତୋରଗଡ କୋଟା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରାଣ ହରାଇଲେ 7 ଯାତ୍ରୀ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

7 people died in road accident in  Bhilwara.
ଭିଲଓ୍ବାରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : 7 ମୃତ
author img

By

Published : Sep 6, 2020, 10:17 AM IST

ଜୟପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ । ଭିଲଓ୍ବାରା ଜିଲ୍ଲାର ଚିତୋରଗଡ ଓ କୋଟା ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଏକ ମାରୁତି ଭ୍ୟାନ ଓ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିଲା । 4 ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।

ଭିଲୱାରାରେ ମାରୁତିକୁ ପିଟିଲା ଟ୍ରଲର, 7 ମୃତ

ଘଟଣାସ୍ଥଳରେ ବିଜୋଲିଆ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ, ମୃତକଙ୍କ ମଧ୍ୟରୁ 6 ଜଣଙ୍କ ଘର ଜିଲ୍ଲାର ସିଙ୍ଗୋଲି ଗାଁର ବୋଲି ସୂଚନା ମିଳିଛି । ଅନ୍ୟ ଜଣେ ମୃତକ ବିଜୋଲିଆ ଅଞ୍ଚଳର ହୋଇଥିବା ଜଣାପଡିଛି । ସମସ୍ତ ଯାତ୍ରୀ କୋଟାର ରାଓ୍ବାତଭାଟକୁ ଯାଉଥିଲେ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.