ETV Bharat / bharat

ବିଶ୍ବ ଯୋଗ ଦିବସ : ସକାଳ 6.30ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି - ବିଶ୍ବ ଯୋଗ ଦିବାସ

ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାତଃ 6.30 ମିନିଟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଚଳିତ ବର୍ଷ ଯୋଗ ଦିବସର ବାର୍ତ୍ତା ରହିଛି 'ଘରେ ଯୋଗ ପରିବାର ସହିତ ଯୋଗ' । ଅଧିକ ପଢନ୍ତୁ...

6th-international-yoga-day-prime-minister-modi-will-address-the-nation
ବିଶ୍ବ ଯୋଗ ଦିବସ : ସକାଳ 6.30ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି
author img

By

Published : Jun 21, 2020, 1:21 AM IST

Updated : Jun 21, 2020, 1:44 AM IST

ହାଇଦ୍ରାବାଦ: ଆଜି ଷଷ୍ଠ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାତଃ 6.30 ମିନିଟରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଭିଡିଓ ବାର୍ତ୍ତା ଜରିଆରେ ଯୋଗର ଉପାଦେୟତା ଏବଂ ବିଶ୍ବ ଯୋଗ ଦିବସର ମହାତ୍ମ୍ୟକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଚଳିତ ଯୋଗ ଦିବସର ଅନୁଚିନ୍ତା ବା ବାର୍ତ୍ତା ରହିଛି 'ଘରେ ଯୋଗ ପରିବାର ସହିତ ଯୋଗ' ।

କୋରୋନା କାଳରେ ସଭିଏଁ ନିଜ ନିଜ ଘରେ ଯୋଗ ଦିବସ ପାଳନ କରିବେ ବୋଲି ସରକାର ପୂର୍ବରୁ ଆହ୍ବାନ ଜଣାଇଥିବାବେଳେ 10 ଲକ୍ଷ ଲୋକ ଭର୍ଚୁଆଲ ମଧ୍ୟମରେ ଯୋଗ ଦିବସ ଅବସରରେ ସୂର୍ଯ୍ୟ ନମସ୍କାର କରିବେ ବୋଲି ଶନିବାର ଟୁଇଟ କରି ସୂଚନା ଦେଇଥିଲେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 21, 2020, 1:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.