ETV Bharat / bharat

ଘାଟିରେ ମାତିଲେ ପଥର ଫିଙ୍ଗାଳୀ, ପଥରମାଡରେ 47 ଯବାନ ଆହତ - baramulla

ଘାଟିରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଛନ୍ତି ପଥର ଫିଙ୍ଗାଳୀ । ଘଟଣାରେ 47 ଯବାନ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏସଏସବିର ଜଣେ କମାଣ୍ଡର ମଧ୍ୟ ଥିବା ଜଣା ପଡିଛ ।

ଫାଇଲ ଫଟୋ
author img

By

Published : May 13, 2019, 5:57 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବାରମୂଳାରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ପଥର ପିଙ୍ଗାଳୀ । ଘାଟିରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି ଏହି ପଥର ଫିଙ୍ଗାଳୀ । ଘଟଣାରେ 47 ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଏସଏସବିର ଜଣେ କମାଣ୍ଡର ମଧ୍ୟ ଥିବା ଜଣା ପଡିଛ ।

ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାର ସ୍ଥିତି ଗମ୍ଭୀର ହୋବାରୁ ସେହି ଅଞ୍ଚଳରେ ଅଧିକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।

ସୂଚନା ମୁତାବକ, ଜମ୍ମୁ-କାଶ୍ମୀରରେ ପ୍ରଦର୍ଶନକାରୀ ଏବଂ ପଥର ଫିଙ୍ଗାଳୀ ସୁରକ୍ଷାକର୍ମୀଙ୍କୁ ବାରମୂଳାର ମୀରଗୁଣ୍ଡ, ଚୈନାବାଲ, ହାର୍ଥରଥ, ସିମହପୋରା, ଝୀଲ ବ୍ରିଜ, କୃପାଲପୋରା ଏବଂ ହାଞ୍ଜୀବୋରା ଠାରେ ଆକ୍ରମଣ କରିଛନ୍ତି । ସେପଟେ ସେନାର ପାଲଟା ଜବାବରେ 7 ପଥର ଫିଙ୍ଗାଳୀ ମଧ୍ୟ ଆହତ ହୋଇଥିବା ଜଣା ପଡିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.