ETV Bharat / bharat

ସୀମାରେ ଅସ୍ତ୍ରବିରତି ଉଲଙ୍ଘନ, 3 ପାକିସ୍ତାନୀ ଯବାନ ନିହତ

author img

By

Published : Aug 15, 2019, 8:14 PM IST

ଉରି ଓ ରଜୌରୀ ସେକ୍ଟରରେ ଅସ୍ତ୍ର ବିରତି ଉଲଙ୍ଘନ। 3 ପାକିସ୍ତାନୀ ଯବାନ ନିହତ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଉରି ଓ ରଜୌରୀ ସେକ୍ଟରରେ ଅସ୍ତ୍ର ବିରତି ଉଲଙ୍ଘନ। ପାକିସ୍ତାନୀ ସେନାର 3 ଯବାନ ନିହତ ହୋଇଥିବା ସୂଚନା ମିଳିଛି । ଭାରତରେ ସ୍ବାଧୀନତା ଦିବସ ଉତ୍ସବ ଚାଲିଥିବାବେଳେ ପାକ ସେନା ଅସ୍ତ୍ରବିରତି ଉଲ୍ଳଙ୍ଘନ କରିଛି । ସେହିପରି ପୁଞ୍ଚ ସେକ୍ଟରରେ ମଧ୍ୟ ଅସ୍ତ୍ର ବିରତି ଉଲଙ୍ଘନ କରିଛି ପାକିସ୍ତାନ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.