ETV Bharat / bharat

ଭାରତରେ ପଶିବାକୁ ଚେଷ୍ଟା କରୁଛନ୍ତି 250 ଆତଙ୍କବାଦୀ: ସେନାମୁଖ୍ୟ - terrorists trying to enter into india

ଏଲଓସି ପାଖରେ ପାକିସ୍ତାନର 250 ଆତଙ୍କବାଦୀ ଭାରତ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସୂଚନା ଦେଇଛନ୍ତି ନୂଆ ସେନାମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ । ଏଲଓସି ଆରପାଖରେ ପାଖାପାଖି 20ରୁ 25 ସକ୍ରିୟ ଆତଙ୍କବାଦୀ ଲଞ୍ଚପ୍ୟାଡ ଥିବା ମଧ୍ୟ ସେନାମୁଖ୍ୟ କହିଛନ୍ତି । ଅଧିକ ପଢନ୍ତୁ...

manoj-mukund-narwane
ଫାଇଲ ଫଟୋ
author img

By

Published : Jan 4, 2020, 12:44 PM IST

ନୂଆଦିଲ୍ଲୀ: ଏଲଓସି ପାଖରେ ପାକିସ୍ତାନର 250 ଆତଙ୍କବାଦୀ ଭାରତ ସୀମା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ନୂଆ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ ସୂଚନା ଦେଇଛନ୍ତି । ଏହାସହ ଏଲଓସି ଆଖପାଖରେ ପାଖାପାଖି 20ରୁ 25 ସକ୍ରିୟ ଆତଙ୍କବାଦୀ ଲଞ୍ଚପ୍ୟାଡ ଥିବା ମଧ୍ୟ ସେନାମୁଖ୍ୟ କହିଛନ୍ତି ।

ପାକିସ୍ତାନ ପୁଣିଥରେ ବାଲାକୋଟରେ ଆତଙ୍କବାଦୀ କ୍ୟାମ୍ପ ସକ୍ରିୟ କରିଦେଇଥିବା ସେନା ମୁଖ୍ୟ ମନୋଜ ମୁକୁନ୍ଦ ନର୍ଭାଣେ କହିଛନ୍ତି । ଆତଙ୍କବାଦୀ ଶିବିର ତଥା ଲଞ୍ଚପ୍ୟାଡର ସ୍ଥାନ ପ୍ରତି ସମୟରେ ବଦଳୁଥିବା ସେ ଜଣାଇଛନ୍ତି । ଜେନେରାଲ ନର୍ଭାଣେ କହିଛନ୍ତି ଯେ ଆତଙ୍କବାଦୀ କ୍ୟାମ୍ପ ଗୁଡିକୁ ମଦରାସା ଢାଞ୍ଚାରେ ସଞ୍ଚାଳିତ କରାଯାଉଛି । ଘାଟିରେ ପ୍ରବଳ ବରଫପାତ ଯୋଗୁଁ ଆତଙ୍କବାଦୀଙ୍କୁ ପ୍ରବେଶ କରିବାକୁ ଏବେ କଷ୍ଟ ହେଉଛି । ହେଲେ ପାଖାପାଖି 200ରୁ 250 ଆତଙ୍କବାଦୀ ଭାରତ ସୀମାକୁ ପ୍ରବେଶ କରିବାକୁ ପ୍ରତିଦିନ ପ୍ରୟାସ ଚଳାଇଛନ୍ତି ବୋଲି ନର୍ଭାଣେ କହିଛନ୍ତି ।

Intro:Body:

jkjkjk

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.