ETV Bharat / bharat

ଦିଲ୍ଲୀରେ 24 ଘଣ୍ଟାରେ 183 ପଜିଟିଭ ମାମଲା, 154 ନିଜାମୁଦ୍ଦିନ ସହ ସଂପୃକ୍ତ

author img

By

Published : Apr 10, 2020, 11:48 PM IST

ଦିଲ୍ଲୀରେ ଗତ 24 ଘଣ୍ଟାରେ 183 ପଜିଟିଭ ମାମଲା ଚିହ୍ନଟ ହୋଇଛି । ଫଳରେ ଦିଲ୍ଲୀର ମୋଟ କୋରୋନା ପଜିଟିଭ ସଂଖ୍ୟା 903କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

183 new COVID19 cases reported in Delhi, 154 are linked to the Nizamuddin Markaz
ଦିଲ୍ଲୀରେ 24 ଘଣ୍ଟାରେ 183 ପଜିଟିଭ ମାମଲା, 154 ନିଜାମୁଦ୍ଦିନ ସହ ସଂପୃକ୍ତ

ନୂଆଦିଲ୍ଲୀ: ଦିଲ୍ଲୀରେ ଗତ 24 ଘଣ୍ଟାରେ 183 ପଜିଟିଭ ମାମଲା ଚିହ୍ନଟ ହୋଇଛି । ଫଳରେ ଦିଲ୍ଲୀର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 903କୁ ବୃଦ୍ଧି ପାଇଛି । ସେହିପରି ଶୁକ୍ରବାର ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ 154 ଜଣ ନିଜାମୁଦ୍ଦିନ ମର୍କାଜ ସହ ସଂପୃକ୍ତ ରହିଥିବା ଜଣାପଡିଛି ।

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 896 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 6761କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି 6761 ମାମଲା ମଧ୍ୟରୁ 6039 ଜଣ ଚିକିତ୍ସିତ ହେଉଥିବା ବେଳେ 516 ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ଗତ 24 ଘଣ୍ଟା ମଧ୍ୟରେ 37 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 206କୁ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.