ETV Bharat / bharat

ଗଣେଶ ବିସର୍ଜନରେ ଡଙ୍ଗାବୁଡି 11 ମୃତ, ଉଦ୍ଧାରକାର୍ଯ୍ୟ ଜାରି - ଖଟଲାପୁରା ଘାଟରେ ଗଣେଶ ମୂର୍ତ୍ତି ଭସାଣି

ଭୋପାଳ ସ୍ଥିତ ଖଟଲାପୁରା ଘାଟରେ ଗଣେଶ ବିସର୍ଜନ ବେଳେ ଡଙ୍ଗା ବୁଡି 11 ଜଣଙ୍କର ମୃତ୍ୟୁ ଘଟିଛି । 6 ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ମୃତକଙ୍କ ପରିବାରଙ୍କୁ 4ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛି ମଧ୍ୟପ୍ରଦେଶ ସରକାର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 13, 2019, 8:11 AM IST

Updated : Sep 13, 2019, 10:24 AM IST

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ବଡ଼ ଧରଣର ଅଘଟଣ । ଗଣେଶ ମୂର୍ତ୍ତି ଭସାଣି ବେଳେ ଡଙ୍ଗା ବୁଡି 11 ଜଣଙ୍କର ମୃତ୍ୟୁ ଘଟିଛି । ଭୋପାଳସ୍ଥିତ ଖଟଲାପୁରା ଘାଟରେ ଗଣେଶ ବିସର୍ଜନ କରିଥିବା ବେଳେ ଓଲଟି ପଡିଲା ଡଙ୍ଗା । ଏହି ଡଙ୍ଗାରେ 18 ଜଣ ଥିଲେ । ସେପଟେ ମଧ୍ୟପ୍ରଦେଶ ମନ୍ତ୍ରୀ ପିସି ଶର୍ମା ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରଙ୍କୁ 4ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛି ଏମପି ସରକାର ।

ଗଣେଶ ବିସର୍ଜନରେ ଡଙ୍ଗାବୁଡି 11 ମୃତ, ଉଦ୍ଧାରକାର୍ଯ୍ୟ ଜାରି

ଡଙ୍ଗାରେ ଥିବା ସମସ୍ତେ ପାଣିରେ ବୁଡିଯାଇଥିବାବେଳେ ସେଥିମଧ୍ୟରୁ 6 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । 11 ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସମସ୍ତେ ପିପଲାନୀ 100 କ୍ବାର୍ଟରର ବାସିନ୍ଦା ଥିଲେ । ଖବର ପାଇ ଘଟଣାସ୍ଥଳରେ କମିଶନର, ଆଇଜି, ଜିଲ୍ଲାପାଳ, ଜିଆଇଜି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Intro:Body:

11 people died after a boat capsized in Bhopal

Conclusion:
Last Updated : Sep 13, 2019, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.