ETV Bharat / bharat

100 ଦିନରେ 5ଜି ଇଣ୍ଟରନେଟ୍ ଆଣିବେ ମୋଦି ସରକାର

100 ଦିନ ମଧ୍ୟର 5ଜି ଇଣ୍ଟରନେଟ ପରିକ୍ଷଣ କରିବ ମୋଦି ସରକାର । ଏହା ସହିତ ପାଞ୍ଚ ଲକ୍ଷ ୱାଇଫାଇ ହଟସ୍ପୋର୍ଟ ଯେପରି ସ୍ପିଡ୍ ଗତିରେ କାମ କରିବା ନେଇ ଘୋଷଣା କରିଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ଫାଇଲ ଫଟୋ
author img

By

Published : Jun 3, 2019, 11:54 PM IST

ନୂଆଦିଲ୍ଲୀ: କେନ୍ଦ୍ରରେ ସରକାର ଗଠନ ହେବାର କିଛି ଦିନ ମଧ୍ୟରେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କରିଛନ୍ତି ବଡ଼ ଘୋଷଣା । ଶହେ ଦିନ ମଧ୍ୟରେ ଦେଶରେ 5ଜି ଇଣ୍ଟରନେଟ ପ୍ରଚଳିତ କରିବା ସହ ଇଣ୍ଟରନେଟ୍ ସମ୍ବନ୍ଧୀୟ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା ସୋମବାର କରିଛନ୍ତି ବିଭାଗୀୟ ମନ୍ତ୍ରୀ ।

ରବିଶଙ୍କର କହିଛନ୍ତି ‘ଆମ ସରକାର ଚଳିତ ବର୍ଷରେ ସେକ୍ଟ୍ରମର ନିଲାମ କରିବ । 100 ଦିନ ମଧ୍ୟର 5ଜି ଇଣ୍ଟରନେଟ ପରୀକ୍ଷଣ ସହିତ ପାଞ୍ଚ ଲକ୍ଷ ୱାଇଫାଇ ହଟସ୍ପୋର୍ଟ ଯେପରି ସ୍ପିଡ୍ ଗତିରେ କାମ କରିବାକୁ ଲକ୍ଷ୍ୟ ରଖିଛି ।

ଦୂର ସଂଚାର କ୍ଷେତ୍ରରେ ବ୍ୟାପକ ଉନ୍ନତି ପାଇଁ ସରକାର ପ୍ରାଥମିକ ପ୍ରସଙ୍ଗ ରଖିଛନ୍ତି । ଏଥି ସହିତ ଭାରତ ସଂଚାର ନିଗମ ଲିମିଟେଡ଼ ( ବିଏସଏନଲ) ଯେପରି ଜଟିଳ ସ୍ଥିତିରେ ଗତି କରୁଛି ତାହାକୁ ଦୂର କରିବା ପାଇଁ ସରକାର ପ୍ରୟାସ କରୁଥିବା କହିଛନ୍ତି ମନ୍ତ୍ରୀ ।

Slug - accident 1 death,rep- Narayan,ctc,avo,03.06.19

ଆଂଙ୍କର -କଟକ ବାଲିକୁଦା ଛକରେ  ମର୍ମନ୍ତୁଦ ଦୁର୍ଘଟଣା । ଏକ ବାଇକ୍‌କୁ ଟ୍ରକ୍‌ ଚାପି ଦେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।ତେବେ ବାଇକରେ  ଥିବା ବେଳେ ଅନ୍ୟଜଣ ଗୁରୁତର ଆହତ ହୋଇଛନ୍ତି।ଉଭୟ ଦୁର୍ଘଟଣାଗ୍ରସ୍ଥ ବାପ ପୁଅ ବୋଲି ଜଣା ପଡିଛି।ବାପ ଙ୍କର ମୄତୂ ଘଟିଥିବା ବେଳେ ପୁଅ ଆହତ ହୋଇଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରିନି। ସୂଚନା ଅନୁଯାୟୀ, ଟ୍ରକ୍‌ଟି ବାପ-ପୁଅଙ୍କୁ ପଛରୁ ଧକ୍କା ଦେବା ପରେ ଚାପି ଦେଇଥିଲା। ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା। ପୁଅକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ଟି ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲା।

Visuals through mail...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.