ETV Bharat / bharat

ନିଆଁ ଆଁରେ 16 ଘର, ବାସଶୂନ୍ୟ ହେଲେ ଏକାଧିକ ପରିବାର

ନିଆଁ ଆଁରେ 16 ବଖରା ଘର । ବାସଶୂନ୍ୟ ହେଲେ ଏକାଧିକ ପରିବାର । ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ....

author img

By

Published : Jun 11, 2021, 11:10 AM IST

Baramulla: 16 houses gutted in horrific fire
ନିଆଁ ଆଁରେ 16 ବଖରା ଘର, ବାସଶୂନ୍ୟ ହେଲେ ଏକାଧିକ ପରିବାର

ଶ୍ରୀନଗର : ଜାମ୍ମୁକାଶ୍ମୀରର ବାରମୁଳା ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତରେ 16 ବଖରା ଘର ଜଳି ଭସ୍ମିଭୂତ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ,ବାରମୁଳା ଜିଲ୍ଲାରେ ଥିବା ନୋରବାଘ ଅଞ୍ଚଳରେ କୈଣସି କରାଣରୁ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ଆଖି ପିଛୁଳାତେ 16 ବଖରା ଘର ଜଳି ପାଉଁଷ ହୋଇଗଲା । ଫଳରେ ପ୍ରାୟ ଏକାଧିକ ଲୋକେ ବାସଶୁନ୍ୟ ହୋଇଯାଇଛନ୍ତି ।

ସେମାନଙ୍କୁ ଜିଲ୍ଲା ହେଡକ୍ବାର୍ଟରକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.