ETV Bharat / bharat

ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର ଦୁର୍ଘଟଣାଗସ୍ତ

author img

By

Published : Aug 3, 2021, 11:44 AM IST

Updated : Aug 3, 2021, 12:55 PM IST

ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର ଦୁର୍ଘଟଣାଗସ୍ତ
ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର ଦୁର୍ଘଟଣାଗସ୍ତ

11:40 August 03

ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର ଦୁର୍ଘଟଣାଗସ୍ତପଞ୍ଜାବର ପଠାନକୋଟରେ ଥିବା ରଞ୍ଜିତ ସାଗର ହ୍ରଦରେ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇଥିବା ମିଳିଛି ସୂଚନା । ଅଧିକ ପଢନ୍ତୁ...

ଚଣ୍ଡିଗଡ଼: ପଞ୍ଜାବର ପଠାନକୋଟରେ ଦୁର୍ଘଟଣାଗସ୍ତ ଭାରତୀୟ ସୁରକ୍ଷାକର୍ମୀଙ୍କ ହେଲିକପ୍ଟର । ରଞ୍ଜିତ ସାଗର ନିକଟରେ ଘଟିଛି ଦୁର୍ଘଟଣା । ଏହି ଅଘଟଣରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।  

ପଞ୍ଜାବର ପଠାନକୋଟ ଓ ଜମ୍ମୁକାଶ୍ମୀରର କାଠୁଆ ଜିଲ୍ଲାର ରଞ୍ଜିତ ସାଗର ହ୍ରଦ ନିକଟରେ ଘଟିଛି ଏହି ଦୁର୍ଘଟଣା । ହେଲିକପ୍ଟର ଦୁର୍ଘଟଣାଗସ୍ତ ହୋଇ ହ୍ରଦରେ ଖସିପଡିଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଖବର ପାଇବା ପରେ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ଏ ସମ୍ପର୍କରେ ପଠାନକୋଟ ପୋଲିସର ବରିଷ୍ଠ ସୁପରିଟେଣ୍ଡେଣ୍ଟ ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି ।  

ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ହ୍ରଦଟି ପଞ୍ଜାବର ପଠାନକୋଟଠାରୁ ୩୦ କିଲୋମିଟର ଦୂରରେ ରହିଛି । NDRF ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 3, 2021, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.