ETV Bharat / bharat

ଇନ୍ଦିରା ଆଣିଥିଲେ ସବୁଜ ବିପ୍ଲବ, ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି: କଂଗ୍ରେସ

କେନ୍ଦ୍ରୀୟ କୃଷି ଆଇନ (three Agriculture laws) କୁ ପ୍ରତ୍ୟାହାର ନେଇ ସରକାର ଘୋଷଣା କରିବା ପରେ, ଖାଲି କୃଷକ ନୁହଁନ୍ତି ବିରୋଧୀ ମଧ୍ୟ ନିଜର ବଡ ବିଜୟ ବୋଲି ବିଚାର କରୁଛନ୍ତି । ଅଧିକ ପଢନ୍ତୁ

Congress
Congress
author img

By

Published : Nov 19, 2021, 4:05 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ (three Agriculture laws)କୁ ପ୍ରତ୍ୟାହାର ନେଇ ସରକାର ଘୋଷଣା କରିବା ପରେ, ଖାଲି କୃଷକ ନୁହଁନ୍ତି ବିରୋଧୀ ମଧ୍ୟ ନିଜର ବଡ ବିଜୟ ବୋଲି ବିଚାର କରୁଛନ୍ତି । ବିରୋଧୀ କଂଗ୍ରେସ (Congress) କହିଛି ମୋଦି ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର (Farm laws Repeal) କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ(Indira Gandhi)ଙ୍କୁ ତାଙ୍କ ଜୟନ୍ତିରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

କଂଗ୍ରେସ ନେତା ବୱନ ବଂଶଲ କହିଛନ୍ତି ଇନ୍ଦିରା ଗାନ୍ଧୀ ଦେଶରେ ସବୁଜ ବିପ୍ଲବ (Green Revolutions)ଆଣିଥିଲେ । ଆଜି ତାଙ୍କ ଜନ୍ମଦିନ ।(Indira Gandhi Birth Anniversary) ଜାଣତରେ ହେଉ ଅବା ଅଜାଣତରେ, ମୋଦି ସରକାର (Modi Government) କୃଷି ଆଇନକୁ ପ୍ରତ୍ୟାହାର କରି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସେହିପରି ବଂଶଲ କହିଛନ୍ତି ସରକାର ସମସ୍ତ ଘୋଷଣା ରାଜନୈତିକ ଉଦ୍ଦେଶ୍ୟରେ କରୁଛନ୍ତି । ଏହି ଆନ୍ଦୋଳନରେ କେତେ କୃଷକଙ୍କ ଜୀବନ ଯାଇଛି । ଗାଡି ଚଢାଇ କୃଷକଙ୍କୁ ମାରି ଦିଆଗଲା । ଅର୍ଥବ୍ୟବସ୍ଥା ପ୍ରଭାବିତ ହେଲା । ଏସବୁ କାହିଁକି କରାଗଲା । ଏହାର ଜବାବ ଆଜି ସମସ୍ତଙ୍କୁ ମିଳିଛି । ସରକାରଙ୍କୁ ମୁଣ୍ଡ ନୁଆଇଁବାକୁ ପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.