ETV Bharat / bharat

Rashtrapatni Row: ଚିଠି ଲେଖି ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ ଅଧିର ରଞ୍ଜନ

author img

By

Published : Jul 29, 2022, 7:08 PM IST

ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ଶବ୍ଦ ବ୍ୟବହାର କରିଥିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ତେବେ ଏହାକୁ ନେଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିିଠି ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି । ଅଧିକ ପଢ଼ନ୍ତୁ

Rashtrapatni Controversy: ରାଷ୍ଟ୍ରପତିଙ୍କୁ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କ୍ଷମା ପ୍ରାର୍ଥନା

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ପ୍ରତି ବିବାଦୀୟ ଶବ୍ଦ ବ୍ୟବହାର କରିଥିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ତେବେ ଏହାକୁ ନେଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । କ୍ଷମା ପ୍ରାର୍ଥନା ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ପ୍ରେସ ରିଲିଜ୍‌ ଜାରି କରିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ।

ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଅଧିର ରଞ୍ଜନଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲା ବିଜେପି । ଗୃହରେ ମଧ୍ୟରେ ଅଧିରଙ୍କ ବୟାନକୁ ଜୋରଦାର ବିରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅପମାନଜନକ ଟିପ୍ପଣୀ ନିନ୍ଦନୀୟ । ଅଧିରରଞ୍ଜନ ଓ କଂଗ୍ରେସ ଶୀର୍ଷ ନେତା ଦେଶକୁ ମାଗିବା ଉଚିତ୍‌ ବୋଲି କହିଥିଲେ ସ୍ମୃତି ଇରାନୀ ।

ଏନେଇ ଉଭୟ ସଦନରେ ଶାସକ ଦଳ ପକ୍ଷରୁ ହଙ୍ଗାମା ଓ ନାରାବାଜି କରାଯାଇଥିଲା । ଫଳରେ ଲୋକସଭାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା । ଗତକାଲି ବିଜେପିକୁ କୌଣସି ପରିସ୍ଥିତିରେ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି କହିଥିଲେ ଅଧିର ରଞ୍ଜନ ଚୌଧୁରୀ । ତେବେ ସେ ଆଜି ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଅଧିର ରଞ୍ଜନ ଚୌଧୁରୀ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.