ETV Bharat / bharat

ପୁଣି ଭୂକମ୍ପ ଝଟକାରେ ଦୋହଲିଲା ରାଜସ୍ଥାନ ବିକାନେର - earthquake

ଆଜି ସକାଳ ସମୟରେ ରାଜସ୍ଥାନର ବିକାନେରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ 4.8 ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜସ୍ଥାନ ବିକାନେରରେ ଭୂକମ୍ପ ଝଟକା
ରାଜସ୍ଥାନ ବିକାନେରରେ ଭୂକମ୍ପ ଝଟକା
author img

By

Published : Jul 22, 2021, 10:44 AM IST

ଜୟପୁର: ରାଜସ୍ଥାନରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ରାଜସ୍ଥାନର ବିକାନେରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ 4.8 ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ମିଳିଛି ।

ତେବେ 24 ଘଣ୍ଟା ମଧ୍ୟରେ ରାଜସ୍ଥାନରେ ଏହା ଦ୍ୱିତୀୟ ଭୂକମ୍ପ ଝଟକା | ଏହାପୂର୍ବରୁ ବୁଧବାର ଦିନ ରିକ୍ଟର ସ୍କେଲରେ 5.3 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଏହି ସ୍ଥାନରେ ହୋଇଥିଲା । ତେବେ ଏଥିରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ ।

ଏହାପୂର୍ବରୁ ବୁଧବାର ଦିନ ମେଘାଳୟର ପଶ୍ଚିମ ଗାରୋ ପାହାଡରେ ରିକ୍ଟର ସ୍କେଲରେ 4.1 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ, ରିକ୍ଟର ସ୍କେଲରେ ମେଘାଳୟର ପଶ୍ଚିମ ଗାରୋ ପାହାଡରେ 4.1 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.