ETV Bharat / bharat

କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ 8 ମାସର ଗର୍ଭବତୀ ଡାକ୍ତର

କୋରୋନା ଯୁଦ୍ଧରେ ହାରିଗଲେ 8 ମାସର ଗର୍ଭବତୀ ଡାକ୍ତର କାର୍ତ୍ତିଗା । ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ 8 ମାସର ଗର୍ଭବତି ଡାକ୍ତର

author img

By

Published : May 24, 2021, 7:48 AM IST

Updated : May 27, 2021, 5:00 PM IST

ଚେନ୍ନାଇ: କୋରୋନା ଯୁଦ୍ଧରେ ହାରିଗଲେ ତାମିଲନାଡୁ ତିରୁବନନାମଲାଇ ଜିଲ୍ଲାର 29 ବର୍ଷ ବର୍ଷିୟା ଗର୍ଭବତୀ ଡାକ୍ତର କାର୍ତ୍ତିଗା । ସେ 8 ମାସର ଗର୍ଭବତୀ ଥିବାବେଳେ କୋରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ।

କାର୍ତ୍ତିଗା କୋରୋନାରେ ସଂକ୍ରମିତ ହେବା ପରେ ଶ୍ବାସ କ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କାର୍ତ୍ତିଗା ତିରୁବନନାମଲାଇ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 27, 2021, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.