ନୂଆଦିଲ୍ଲୀ: ବିଶାଖାପାଟନମ-ରାୟପୁର (Raipur - Visakhapatnam) ଅର୍ଥନୈତିକ କରିଡର ପ୍ରକଳ୍ପ ଅନ୍ତର୍ଗତ NH-130-CD, କାଳିଆଗୁଡା-ବାଉଁଶଗୁଆର (Kaliagura - Baunsaguar ) ସେକ୍ସନରେ 6 ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଅର୍ଥବରାଦକୁ ମଞ୍ଜୁରି ଦେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ।
ଏହି ପ୍ରକଳ୍ପ ଭାରତମାଳା ପରିଯୋଜନା ଅଧୀନରେ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏଥିପାଇଁ 1539 କୋଟି ଟଙ୍କାର ରାଶି ବ୍ୟବବରାଦ କରାଯାଇଛି । ଏହି ଅର୍ଥନୈତିକ ପ୍ରକଳ୍ପର ଏକ ଅଶଂ ଓଡିଶାରେ ଲାଭବାନ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
-
Development of 6-Lane Kaliagura - Baunsaguar section of NH-130-CD under Raipur - Visakhapatnam Economic corridor has been sanctioned under Bharatmala Pariyojana with a budget of Rs. 1539 Cr in the state of Odisha. @Naveen_Odisha @dpradhanbjp @BJP4Odisha
— Nitin Gadkari (@nitin_gadkari) September 2, 2021 " class="align-text-top noRightClick twitterSection" data="
">Development of 6-Lane Kaliagura - Baunsaguar section of NH-130-CD under Raipur - Visakhapatnam Economic corridor has been sanctioned under Bharatmala Pariyojana with a budget of Rs. 1539 Cr in the state of Odisha. @Naveen_Odisha @dpradhanbjp @BJP4Odisha
— Nitin Gadkari (@nitin_gadkari) September 2, 2021Development of 6-Lane Kaliagura - Baunsaguar section of NH-130-CD under Raipur - Visakhapatnam Economic corridor has been sanctioned under Bharatmala Pariyojana with a budget of Rs. 1539 Cr in the state of Odisha. @Naveen_Odisha @dpradhanbjp @BJP4Odisha
— Nitin Gadkari (@nitin_gadkari) September 2, 2021
କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ଏହି ଘୋଷଣା ପରେ କେନ୍ଦ୍ର ସରକାର ଓ ନିତୀନ ଗଡକରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ NH-130 ର କାଳିଆଗୁଡା-ବାଉଁଶଗୁଆର ବିଭାଗକୁ 6 ଲେନ ବିଷିଷ୍ଟ ରାସ୍ତାରେ ବିକଶିତ କରିବା ଓଡିଶା ପାଇଁ ପ୍ରଗତିର ଏକ ନୂଆ ଧାରା ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର।
-
Thank PM Shri @narendramodi ji and Shri @nitin_gadkari ji for sanctioning the Kaliagura-Bansagura section of NH-130-CD in Odisha with an outlay of ₹ 1539 crore. The project will bolster connectivity and will create large- scale employment opportunities for people. https://t.co/PFXQw1weGq
— Dharmendra Pradhan (@dpradhanbjp) September 2, 2021 " class="align-text-top noRightClick twitterSection" data="
">Thank PM Shri @narendramodi ji and Shri @nitin_gadkari ji for sanctioning the Kaliagura-Bansagura section of NH-130-CD in Odisha with an outlay of ₹ 1539 crore. The project will bolster connectivity and will create large- scale employment opportunities for people. https://t.co/PFXQw1weGq
— Dharmendra Pradhan (@dpradhanbjp) September 2, 2021Thank PM Shri @narendramodi ji and Shri @nitin_gadkari ji for sanctioning the Kaliagura-Bansagura section of NH-130-CD in Odisha with an outlay of ₹ 1539 crore. The project will bolster connectivity and will create large- scale employment opportunities for people. https://t.co/PFXQw1weGq
— Dharmendra Pradhan (@dpradhanbjp) September 2, 2021
ସେହିପରି ଏହି ପ୍ରକଳ୍ପ ଯୋଗାଯୋଗ କ୍ଷତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ମଧ୍ୟ ରୋଜଗାର ସୁଯୋଗ ସୃଷ୍ଟି କରିବା ନେଇ ଧର୍ମେନ୍ଦ୍ର ଆଶା ପ୍ରକଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ