ETV Bharat / bharat

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, 72 ଘଣ୍ଟାରେ ଗଡିଲା 12 ଆତଙ୍କୀ ମୁଣ୍ଡ

author img

By

Published : Apr 11, 2021, 4:42 PM IST

Updated : Apr 11, 2021, 4:56 PM IST

72 ଘଣ୍ଟା ମଧ୍ୟରେ 12 ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ମୃତ ଆତଙ୍କବାଦୀଙ୍କୁ ଭିନ୍ନ ଭନ୍ନ ଅପରେସନରେ ଏନକାଉଣ୍ଟର କରାଯାଇଛି । ଅଧିକ ପଢନ୍ତୁ...

ସୁରକ୍ଷକର୍ମୀଙ୍କୁ ବଡ ସଫଳତା, 72 ଘଣ୍ଟାରେ ଗଡିଲା 12 ଆତଙ୍କୀ ମୁଣ୍ଡ

ଶ୍ରୀନଗର: ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । 72 ଘଣ୍ଟା ମଧ୍ୟରେ 12 ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ମୃତ ଆତଙ୍କବାଦୀଙ୍କୁ ଭିନ୍ନ ଭନ୍ନ ଅପରେସନରେ ଏନକାଉଣ୍ଟର କରାଯାଇଛି ।

ଟ୍ରାଲ ଓ ସୋପିଆନରେ 7 ଆତଙ୍କବାଦୀଙ୍କ ମୁଣ୍ଡ ଗଡିଛି । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ।

ଜମ୍ମୁ କାଶ୍ମୀର ପୋଲିସ ଡିଜି କହିଛନ୍ତି, ବିଜବେହରାରେ ଅପରେସନ ଶେଷ ହୋଇଛି । ଗତ 72 ଘଣ୍ଟାରେ 4ଟି ଭିନ୍ନ ଭିନ୍ନ ଅପରସେନରେ 12 ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଟ୍ରାଲ ଓ ସୋପିଆନର 7, ହାଦିପୁରାରେ 3 ଓ ବିଜବେହରାରେ 2 ଲଶ୍କର ଆତଙ୍କବାଦୀ ସାମିଲ ଥିବା ଜଣାପଡିଛି ।

Last Updated : Apr 11, 2021, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.