ETV Bharat / bharat

ବାଥରୁମରେ ଲୁଚି ଥିଲା ବିରାଟକାୟ ଅହିରାଜ, ତା'ପରେ...

author img

By

Published : Apr 12, 2022, 7:53 AM IST

Updated : Apr 12, 2022, 9:11 AM IST

ବାଥରୁମରେ ଲୁଚି ରହିଥିଲା ବିରାଟକାୟ ଅହିରାଜ । ଖବର ପାଇ ସାପକୁ ଉଦ୍ଧାର କଲେ ସାପ ଧରାଳୀ । ଅଧିକ ପଢନ୍ତୁ

ବାଥରୁମରେ ଲୁଚି ଥିଲା ବିରାଟକାୟ ଅହିରାଜ, ତା' ପରେ...

ଥିରୁଅନନ୍ତପୁରମ: ବାଥରୁମରେ ଲୁଚି ରହିଥିଲା ବିରାଟକାୟ ଅହିରାଜ(King Cobra) । ବାଥରୁମ ଭିତରେ ଏତେ ବଡ ସାପକୁ ଦେଖିବା ମାତ୍ରେ ଛାନିଆ ହୋଇଯାଇଥିଲେ ଘର ମାଲିକ । ଏହାପରେ ସେ ତୁରନ୍ତ ଜଣେ ସ୍ଥାନୀୟ ସାପ ଧରାଳୀକୁ ଖବର ଦେବା ପରେ ସାପଟିକୁ ଉଦ୍ଧାର କରାଯାଇଛି । କର୍ଣ୍ଣାଟକ ଶିବମୋଗ ଅଞ୍ଚଳରୁ ଏହି ବିରାଟକାୟ ଅହିରାଜ ଉଦ୍ଧାର ହୋଇଛି । ଏହାର ଲମ୍ବ ପ୍ରାୟ ୧୧ ଫୁଟ ଅଟେ(11-foot-long King Cobra snake rescued) । ବିରାଟକାୟ ଅହିରାଜକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଭିଡ ଜମିଥିଲା ।

କର୍ଣ୍ଣାଟକ କେରେକୋପ୍ପା ଗ୍ରାମର ଆନନ୍ଦ ନାୟକରଙ୍କ ବାଥରୁମରେ ଏହି ସାପଟି ଛପି ରହିଥିଲା । ଏତେ ବଡ ସାପକୁ ଦେଖି ଆନନ୍ଦ ଖୁବ୍ ଭୟଭୀତ ହୋଇପଡିଥିଲେ । ସେ ତୁରନ୍ତ ସାପ ଧରାଳୀଙ୍କୁ ଖବର ଦେଇଥିଲେ । କିରନ ନାମକ ସାପ ଧରାଳୀ ଘଟଣାସ୍ଥଳରେ ପହଞ୍ଚି ଅହିରାଜକୁ ଉଦ୍ଧାର କରିଛି । ଉଦ୍ଧାର କାର୍ଯ୍ୟ ସମୟରେ ସାପଟି ତାଙ୍କୁ ଅନେକ ଥର ଦଂଶିବାକୁ ଚେଷ୍ଟା କରିଥିଲା । କିନ୍ତୁ କିରଣ ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଜଙ୍ଗଲରେ ଛାଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2022, 9:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.