ETV Bharat / bharat

କୋରୋନାକୁ ହରାଇଲେ ଶତାୟୁ ପତିପତ୍ନୀ

author img

By

Published : May 29, 2021, 10:49 PM IST

କୋରୋନାକୁ ହରାଇ ସୁସ୍ଥ ହେଲେ ଶତାୟୁ ପତିପତ୍ନୀ । ଘରୋଇ ଆଇସୋଲେସନରେ ରହି ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

103 year old husband
କୋରୋନାକୁ ହରାଇଲେ ଶତାୟୁ ପତିପତ୍ନୀ

ବେଙ୍ଗାଲୁରୁ : କୋରୋନାକୁ ହରାଇଲେ ଶତାୟୁ ପତିପତ୍ନୀ । ସାରା ଦେଶରେ ମହାମାରୀ କୋରୋନାର ପ୍ରକୋପ ଚାଲିଥିବାବେଳେ ଶତାୟ କୋରୋନାରୁ ସୁସ୍ଥ ହେବା ଏକ ଖୁସି ଖବର । ଏଭଳି ଏକ ଖୁସି ଖବର ଆସିଛି କର୍ଣ୍ଣାଟକର ବେଲାରୀ ଜିଲ୍ଲାରୁ ।

ସୂଚନା ଅନୁଯାୟୀ କର୍ଣ୍ଣାଟକର ବେଲାରୀ ଜିଲ୍ଲାର ଶତାୟୁ ବୃଦ୍ଧା କୋରୋନା ବିରୋଧରେ ବିଜୟ ହାସଲ କରିଛନ୍ତି । ବେଲାରୀ ଜିଲ୍ଲାର ସନ୍ଦୁର ତହସିଲ ଅନ୍ତର୍ଗତ ତୁମ୍ବାରଗୁଡି ଗ୍ରାମରେ ଦୁଇଜଣ ଶତାୟକୁ କୋରୋନାକୁ ହରାଇଛନ୍ତି । କୋରୋନାକୁ ହରାଇଥିବା ପତିପତ୍ନୀ ହେଲେ 103 ବର୍ଷିୀୟ ଫେରାନ୍ନା ଓ 101 ବର୍ଷିୟ ତାଙ୍କ ସ୍ତ୍ରୀ ଫେରାମ୍ମା କୋରୋନା ଯୁଦ୍ଧ ବିରୋଧରେ ବିଜୟ ହାସଲ କରିଛନ୍ତି । ସେମାନେ ଦୁଇଜଣ 15 ଦିନ ପୂର୍ବରୁ କୋରୋନା ପଜିଟିଭ ହୋଇଥିଲେ । ଏହାପରେ ସେମାନେ ଦୁହେଁ ଘରୋଇ ଆଇସୋଲେସନରେ ରହିଥିଲେ ଏବଂ ଚିକିତ୍ସା କରି କୋରୋନାକୁ ହରାଇବାରେ ସକ୍ଷମ ହୋଇଛନ୍ତି । କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ଦିନକୁ ଦିନ କୋରୋନା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.