ETV Bharat / snippets

ଫାଟକ ପକାଇବାକୁ ଭୁଲିଗଲେ ରେଳ କର୍ମଚାରୀ: ଟ୍ରାକରେ ଥିଲା ଯାତ୍ରୀବାହୀ ବସ, ମାଡି ଆସିଲା ଟ୍ରେନ

author img

By ETV Bharat Odisha Team

Published : Jun 25, 2024, 9:05 AM IST

ଫାଟକ ପକାଇବାକୁ ଭୁଲିଗଲେ ରେଳ କର୍ମଚାରୀ: ଟ୍ରାକରେ ଥିଲା ଯାତ୍ରୀବାହୀ ବସ, ମାଡି ଆସିଲା ଟ୍ରେନ
ଫାଟକ ପକାଇବାକୁ ଭୁଲିଗଲେ ରେଳ କର୍ମଚାରୀ: ଟ୍ରାକରେ ଥିଲା ଯାତ୍ରୀବାହୀ ବସ, ମାଡି ଆସିଲା ଟ୍ରେନ (ETV Bharat Odisha)

ସମ୍ବଲପୁର: ଲେବଲ କ୍ରସିଂ ଗେଟ ବନ୍ଦ କରିବାକୁ ଭୁଲିଗଲେ ଦାୟିତ୍ବରେ ଥିବା ରେଳବାଇ କର୍ମଚାରୀ । ଧାରଣା ପାର ହେଉଥିଲା ଯାତ୍ରୀବାହୀ ବସ୍‌ ସମେତ ବହୁ ଯାନବାହନ । ଠିକ ଏହି ସମୟରେ ମାଡି ଆସିଲା ଦ୍ରୁତଗାମୀ ଟ୍ରେନ୍‌ । ଏକ ସରକାରୀ ଯାତ୍ରୀବାହୀ ବସ ଗୋଟିଏ ଟ୍ରାକ ଅତିକ୍ରମ କରିସାରିଥିବା ବେଳେ ଟ୍ରେନ ସେହି ଟ୍ରାକ ଅତିକ୍ରମ କରିଥିଲା । ବସଟି ଅନ୍ୟ ଏକ ଟ୍ରାକ ଅତିକ୍ରମ କରୁଥିବା ବେଳେ ଏହି ଟ୍ରାକରେ ଆସୁଥିବା ଅନ୍ୟ ଏକ ଟ୍ରେନକୁ ବିପଦ ସଙ୍କେତ ଦେଖାଯାଇ ରୋକାଯାଇଥିଲା । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ବୁର୍ଲା ରାସ୍ତା ରିଙ୍ଗ ରୋଡ ସ୍ଥିତି ଦୁର୍ଗାପାଲି ରେଲ ଫାଟକରେରେ । ତେବେ ଏନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଥିବା ବେଳେ ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.