ETV Bharat / snippets

ଭିଜିଲାନ୍ସ ଜାଲରେ ସାଇଁକୁଳ ମେଡିକାଲ ସୁପରିଟେଣ୍ଡେଣ୍ଟ

author img

By ETV Bharat Odisha Team

Published : Jul 19, 2024, 8:00 PM IST

Medical Superintendent
Medical Superintendent (ETV Bharat Odisha)

କେନ୍ଦୁଝର: ଭିଜିଲାନ୍ସ ଜାଲରେ ସାଇଁକୁଳ ମେଡିକାଲ ସୁପରିଟେଣ୍ଡେଣ୍ଟ । ଯୋଗ ଶିକ୍ଷକଙ୍କ ଦରମା କରାଇବାକୁ ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ଅଳତୀ ଗାଁର ଦେବବ୍ରତ ସାହୁ ନାମକ ଜଣେ ଶିକ୍ଷକ ନିଜ ଦରମା କରାଇବାକୁ ସାଇଁକୁଳମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ନିକଟକୁ ଆସିଥିଲେ । ଦେବବ୍ରତ ଏକ NGO ସଂସ୍ଥା ଅଧୀନରେ ଯୋଗ ଶିକ୍ଷା ଦେଉଥିବାବେଳେ ସେମାନଙ୍କ ଦରମା ପାଇଁ ବ୍ୟୟ ଅଟକଳ ପ୍ରଦାନ କରିଥାନ୍ତି ସୁପରିଟେଣ୍ଡେଣ୍ଟ । ଏପରି କରିବା ପାଇଁ ରଞ୍ଜୀବ ୨୦ ହଜାର ୮୦୦ ଟଙ୍କା ଦାବି କରିଥିଲେ।

ଏହାସହ ଦେବବ୍ରତ ନିଜ ଭଉଣୀର ଯୋଗ ଶିକ୍ଷକ ଭାବେ ଚାକିରି ଦେବା ପାଇଁ କହିବାରୁ ମଧ୍ୟ ରଞ୍ଜୀବ ରାଉତ ଟଙ୍କା ଦାବି କରିଥିଲେ। ଏନେଇ ଦେବବ୍ରତ ଭିଜିଲାନ୍ସର ଟୋଲ ଫ୍ରି ନମ୍ୱରରେ ଅଭିଯୋଗ କରିଥିଲେ । ଆଜି ଭଦ୍ରକ ଓକେନ୍ଦୁଝର ଜିଲ୍ଲା ଭିଜିଲାନ୍ସ ଅଧିକାରୀଙ୍କ ମିଳିତ ଟିମ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି

ଇଟିଭି ଭାରତ,କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.