ETV Bharat / snippets

ଠପ୍ ହେଲା ଜିଓ ନେଟଓ୍ୱର୍କ, ହନ୍ତସନ୍ତ ଗ୍ରାହକ- Reliance Jio network down

author img

By ETV Bharat Odisha Team

Published : Jun 18, 2024, 7:49 PM IST

Reliance Jio down
Reliance Jio down (ETV Bharat)

ହାଇଦ୍ରାବାଦ: ଜିଓ ହେଲା ଡାଉନ। ସାରା ଦେଶରେ ଜିଓ ସିମ୍‌ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ତାଙ୍କ ଜିଓ ସେବା କାମ କରୁନଥିବା ଅଭିଯୋଗ କରିଛନ୍ତି। ସେମାନେ ତାଙ୍କ ନିତ୍ୟ ବ୍ୟବହାର ଆପ ଯେମିତି କି, ହ୍ବାଟସଆପ, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାର୍ଟ୍, ୟୁଟ୍ୟୁବ୍ ଏବଂ ଗୁଗୁଲ୍ ଭଳି ସେବା ଆଦି ବ୍ୟବହାରରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରିଛନ୍ତି। ଡାଉନଡେଟେକ୍ଟର ଅନୁଯାୟୀ, 54 ପ୍ରତିଶତରୁ ଅଧିକ ଅଭିଯୋଗକାରୀ ମୋବାଇଲ୍ ଇଣ୍ଟରନେଟ୍, 38 ପ୍ରତିଶତ ଜିଓ ଫାଇବର ଏବଂ 7 ପ୍ରତିଶତ ମୋବାଇଲ୍ ନେଟୱାର୍କରେ ବ୍ୟାଘାତର ସମ୍ମୁଖୀନ ହେଉଛନ୍ତି। ଅନେକ ଗ୍ରାହକ ଦର୍ଶାଇଛନ୍ତି ଯେ ଜିଓର କଷ୍ଟମର କେୟାର ଏହି ସମସ୍ୟାର ଉତ୍ତର ଦେଉନଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.