ETV Bharat / state

Train Cancelled: ଟ୍ରାକରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି; ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ଏସବୁ ଟ୍ରେନ ବାତିଲ - List Of Trains Cancelled

author img

By ETV Bharat Odisha Team

Published : Sep 1, 2024, 8:28 PM IST

Trains Cancelled Due To Waterlogging On Tracks: ପ୍ରବଳ ବର୍ଷାରେ ଟ୍ରେନ ଲାଇନ ଉପରେ ପାଣି ଚାଲୁଥିବାରୁ କେତେକେ ଟ୍ରେନକୁ ବାତିଲ କରାଯାଇଛି । ଏହାସହ ଅନେକ ଟ୍ରେନର ଦିଗ ପରିବର୍ତ୍ତନ ସହ ଆଂଶିକ ଭାବରେ ବାତିଲ କରିଛି ରେଳ ବିଭାଗ ।

Train Cancelled
Train Cancelled (ETV Bharat Odisha)

ଭୁବନେଶ୍ୱର: ସାରା ଦେଶରେ ଲାଗି ରହିଛି ବର୍ଷାର ପ୍ରକୋପ । ପ୍ରବଳ ବର୍ଷାରେ ଭିଜୁଛି ସାରା ଦେଶ । ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଅନେକ ରାଜ୍ୟରେ ବନ୍ୟାରେ ରେଳ ଷ୍ଟେସନ ଓ ରେଳ ଲାଇନ ଉପରେ ପାଣି ସୁଅ ଛୁଟୁଛି । ଏନେଇ ରେଳ ବିଭାଗ ସତର୍କ କରାଇବା ସହ କେତେକ ଟ୍ରେନକୁ ବାତିଲ୍ କରାଯାଇଥିବା ସହ କିଛି ଟ୍ରେନକୁ ଆଂଶିକ ବାତିଲ କରିଛି । ଏହା ସହ ଅନେକ ଟ୍ରେନକୁ ଦିଗ ପରିବର୍ତ୍ତନ କରିଛି ପୂର୍ବତଟ ରେଳପଥ । ବିଶେଷ କରି ଓଡ଼ିଶାରୁ ଆନ୍ଧ୍ର ଓ ତେଲାଙ୍ଗାନାକୁ ଯୋଗାଯୋଗ କରୁଥିବା ଟ୍ରେନ ବାତିଲ ହୋଇଛି ।

ଟ୍ରେନ ବାତିଲ୍:

  • ୨ ତାରିଖ (ସୋମବାର) ୨୦୮୧୦ ନନ୍ଦେଡ- ସମ୍ବଲପୁର ଏକ୍ସପ୍ରେସ ବାତିଲ ।
  • ୨ ତାରିଖ (ସୋମବାର) ବିଶାଖାପାଟନମ୍‌ରୁ ୨୦୮୩୩ ବିଶାଖାପାଟନମ୍- ସିକନ୍ଦରବାଦ୍ ଏକ୍ସପ୍ରେସ ବାତିଲ
  • ୨ ତାରିଖ (ସୋମବାର) ସିକନ୍ଦରବାଦ୍‌ରୁ ୨୦୮୩୪ ସିକନ୍ଦରବାଦ୍‌ରୁ ବିଶାଖାପାଟଣା ଏକ୍ସପ୍ରେସ ବାତିଲ
  • ୨ ତାରିଖ (ସୋମବାର) ୨୦୭୦୭/୨୦୭୦୮ ସିକନ୍ଦରବାଦରୁ ବିଶାଖାପାଟଣା ଏକ୍ସପ୍ରେସ ଉଭୟ ଦିଗରୁ ବାତିଲ
  • ୩ ତାରିଖ (ମଙ୍ଗଳବାର) LTTରୁ ୧୮୫୨୦ LTT- ବିଶାଖାପାଟନମ୍ ଏକ୍ସପ୍ରେସ୍ ବାତିଲ

କେଉଁ ଟ୍ରେନ ଆଂଶିକ ବାତିଲ:

  • ୨୦୮୦୯ ସମ୍ବଲପୁରରୁ ନନ୍ଦେଡ ଏକ୍ସପ୍ରେସ ଆଜି ବିଶାଖାପାଟନମରୁ ନନ୍ଦେଡ ପର୍ଯ୍ୟନ୍ତ ବାତିଲ ରହିବ

ଟ୍ରେନର ଦିଗ ପରିବର୍ତ୍ତନ:

  • ପୁରୀରୁ ୨୦୮୧୯ ପୁରୀ-ଓଖା ଏକ୍ସପ୍ରେସ ଖୋର୍ଦ୍ଧା ରୋଡ୍, ବିଶାଖାପାଟନମ୍, ବିଜୟନଗରମ୍, ରାୟାଗଡା, ଟିଟିଲାଗଡ, ରାୟପୁର, ନାଗପୁର, ୱାର୍ଧା ଦେଇ ଚଳାଚଳ କରିବ ।
  • ବିଶାଖାପାଟନମରୁ ୨୦୮୦୫ ବିଶାଖାପାଟନମର-ନୂଆଦିଲ୍ଲୀ ଏକ୍ସପ୍ରେସ ବିଜୟନଗରମ୍-ରାୟପୁର- ନାଗପୁର ଦେଇ ଚଳାଚଳ କରିବ ।
  • ଭୁବନେଶ୍ୱରରୁ ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ ବିଜୱାଡା, ଗୁଣ୍ଟୁର, ସିକନ୍ଦରବାଦ ଦେଇ ଚଳାଚଳ କରିବ ।
  • ବିଶାଖାପାଟନମରୁ ୧୨୮୦୩ ବିଶାଖାପାଟନମ-ନିଜାମୁଦ୍ଦିନ ଏକ୍ସପ୍ରେସ ୨ ତାରିଖରେ ବିଜୟନଗରମ୍, ରାୟଗଡା, ଟିଟିଲାଗଡ, ରାୟପୁର- ନାଗପୁର ଦେଇ ଚଳାଚଳ କରିବ ।
  • LTTରୁ ୧୮୫୨୦ LTT- ବିଶାଖାପାଟନମ ଏକ୍ସପ୍ରେସ ସିକନ୍ଦରବାଦ୍, ପାଗିଡିପାଲ୍ଲୀ, ଗୁଣ୍ଟୁର ଦେଇ ଚଳାଚଳ କରିବ ।
  • ନିଜାମୁଦ୍ଦିନରୁ ୧୨୮୦୪ ନିଜାମୁଦ୍ଦିନ-ବିଶାଖାପାଟନମ୍ ଏକ୍ସପ୍ରେସ ନାଗପୁର, ରାୟପୁର, ଟିଟିଲାଗଡ, ରାୟଗଡା, ବିଜୟନଗରମ୍ ଦେଇ ଚାଲିବ ।
  • ମୁମ୍ବାଇରୁ ୧୧୦୧୯ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ସିକନ୍ଦରବାଦ୍, ପାଗିଡିପାଲ୍ଲୀ, ଗୁଣ୍ଟୁର, ବିଜୟୱାଡା ଦେଇ ଚାଲିବ ବୋଲି ପୂର୍ବତଟ ରେଳପଥ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଅନଲାଇନରେ ଶସ୍ତା ଟ୍ରେନ ଟିକେଟ ବୁକିଂ କେମିତି କରିବେ ? ଆପଣାନ୍ତୁ ଟ୍ରିକ୍ସ, ବଞ୍ଚିବ ଅଧା ପଇସା - How to Save Money on Train Tickets

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.