ETV Bharat / sports

T-20 ବିଶ୍ବକପ ସେମି ଫାଇନାଲରେ କମାଲ କରିବେ ନା ଫୁସୁକି ଯିବେ ? ଜାଣନ୍ତୁ ରୋହିତ-କୋହଲିଙ୍କ ନକଆଉଟ୍ ମ୍ୟାଚ ରେକର୍ଡ, ଇଂଲଣ୍ଡ-ଭାରତ ଗେମ୍ ପ୍ଲାନ୍ - ROHIT KOHLI KNOCKOUTS RECORDS

author img

By ETV Bharat Odisha Team

Published : Jun 27, 2024, 1:28 PM IST

T-20 world cup 2024, England-India team game plan: ଆଇସିସି ନକଆଉଟ୍ ମ୍ୟାଚରେ ଭାରତ କମାଲ କରିବ ନା ପୁଣି ଫସିଯିବ, ରୋହିତ-କୋହଲି ମ୍ୟାଚ ଓ୍ବିନିଂ ଇନିଂସ ଖେଳିବେ ନା ପୁଣି ନାରିଶ କରିବେ ? ଏପଟେ କଣ ରହିଛି ଦୁଇ ଟିମ ଭାରତ-ଇଂଲଣ୍ଡର ଗେମ୍ ପ୍ଲାନ । ଅଧିକ ପଢନ୍ତୁ

t20 world cup 2024
t20 world cup 2024 (ETV Bharat Odisha)

ହାଇଦ୍ରାବାଦ: ଚଳିତ ଟି20 ବିଶ୍ବକପରେ ଆଉ ମାତ୍ର 2ଟା ମ୍ୟାଚ ବାକି ଅଛି । ଫାଇନାଲରେ ଦକ୍ଷିଣ ଆଫ୍ରିକା ଏଣ୍ଟ୍ରି ମାରିସାରିଛି । ଆଜି ଦ୍ବିତୀୟ ସେମି ଟକ୍କରରେ ମୁଁହାମୁହିଁ ହେବେ ଦୁଇ ଟାଇଟଲ ଫେଭରେଟ୍ ଇଂଲଣ୍ଡ ଏବଂ ଭାରତ । ଗୟାନାରେ ହେବ ଏହି ହାଇଭୋଲଟେଜ୍ ଫାଇଟ୍ । ତେବେ ଆଜିର ମ୍ୟାଚ ପୂର୍ବରୁ ଦୁଇ ଦଳର ଗେମ ପ୍ଲାନ ସାମ୍ନାକୁ ଆସିସାରିଛି । ଧିମା ପିଚ୍ ଏବଂ ଓଭରକାଷ୍ଟ କଣ୍ଡିସନ (ଆକାଶରେ କଳା ବାଦଲ ଘୋଡାଇବା)କୁ ନଜରରେ ରଖି ଗେମ୍ ପ୍ଲାନ ପ୍ରସ୍ତୁତ ହୋଇଛି । ଏପଟେ ପୁଣି ଥରେ ଆଇସିସି ନକଆଉଟ୍ ମ୍ୟାଚରେ ଭାରତ କମାଲ କରିବ ନା ଫସିଯିବ, ରୋହିତ-କୋହଲି ମ୍ୟାଚ ଓ୍ବିନିଂ ଇନିଂସ ଖେଳିବେ ନା ପୁଣି ନାରିଶ କରିବେ, ଏହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆସନ୍ତୁ ଦେଖିନେବା କଣ ରହିଛି ଦୁଇ ଟପ୍ କ୍ଲାସ ବ୍ୟାଟର ରୋହିତ-କୋହଲିଙ୍କ ନକଆଉଟ୍ ରେକର୍ଡ ।

ରୋହିତ ଶର୍ମାଙ୍କ ନକଆଉଟ୍ ରେକର୍ଡ-

2007 ଟି-20 ବିଶ୍ବକପ ସେମି ଲଢେଇରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ 8 ରନ କରି ନଟ୍ ଆଉଟ ଥିଲେ । 2007 ଟି-20 ବିଶ୍ବକପ ଫାଇନାଲରେ ପାକିସ୍ତାନ ବିପକ୍ଷରେ 30 ରନ କରି ଅପରାଜିତ ଥିଲେ । 2013 ଚମ୍ପିଆନ୍ସ ଟ୍ରଫି ସେମିରେ ଶ୍ରୀଲଙ୍କା ବିପକ୍ଷରେ 33 ରନର ଇନିଂସ ଖେଳିଥିଲେ । 2013 ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଇଂଲଣ୍ଡ ବିପକ୍ଷରେ 9 ରନ ସ୍କୋର କରିଥିଲେ । 2014 ଟି-20 ବିଶ୍ବକପ ସେମିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 24 ରନ, 2014 ଟି-20 ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ 29 ରନ, 2015 ବିଶ୍ବକପ କ୍ବାର୍ଟର ଫାଇନାଲରେ ବାଂଲାଦେଶ ବିପକ୍ଷରେ 137 ରନ, 2015 ବିଶ୍ବକପ ସେମିରେ ଅଷ୍ଟ୍ରେଲିଆ ବିପକ୍ଷରେ 34 ରନ, 2016 ଟି-20 ବିଶ୍ବକପ ସେମିରେ ଓ୍ବେଷ୍ଟଇଂଣ୍ଡିଜ୍ ବିପକ୍ଷରେ 43 ରନ, 2017 ଚମ୍ପିଆନ୍ସ ଟ୍ରଫି ସେମିରେ ବାଂଲାଦେଶ ବିପକ୍ଷରେ 123 ରନ, 2017 ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ବିପକ୍ଷରେ 0 ରନ୍, 2019 ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିରେ 1 ରନ, 2021 ବିଶ୍ବ ଟେଷ୍ଟ ଚମ୍ପିଆନ୍ ସିପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ 34, 30 ରନ୍, 2022 ଟି-20 ବିଶ୍ବକପ ସେମିରେ ଇଂଲଣ୍ଡ ବିପକ୍ଷରେ 27 ରନ, 2023 ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଅଷ୍ଟ୍ରେଲିଆ ବିପକ୍ଷରେ 15, 43 ରନ, 2023 ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ବିପକ୍ଷରେ 47 ରନ, 2023 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ 47 ରନ ସ୍କୋର କରିଥିଲେ ରୋହିତ ଶର୍ମା ।

ବିରାଟ କୋହଲିଙ୍କ ନକଆଉଟ୍ ରିପୋର୍ଟ କାର୍ଡ-

2011 ବିଶ୍ବକପ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ 24 ରନ୍, 2011 ବିଶ୍ବକପ ସେମିରେ ପାକିସ୍ତାନ ବିପକ୍ଷରେ 9 ରନ, 2011 ବିଶ୍ବକପ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ 35 ରନ, 2013 ଚମ୍ପିଆନ୍ସଟ୍ରଫି ସେମିଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ 58* ରନ୍, 2013 ଚମ୍ପିଆନ୍ସଟ୍ରଫି ଫାଇନାଲରେ ଇଂଲଣ୍ଡ ବିପକ୍ଷରେ 43 ରନ୍, 2014 ଟି-20 ବିଶ୍ବକପ ସେମିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 72 ରନ୍, 2014 ଟି-20ବିଶ୍ବକପ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ 77 ରନ୍, 2015 ବିଶ୍ବକପ କ୍ବାର୍ଟର ଫାଇନାଲରେ ବାଂଲାଦେଶ ବିପକ୍ଷରେ 3 ରନ, 2015 ବିଶ୍ବକପ ସେମିରେ ଅଷ୍ଟ୍ରେଲିଆ ବିପକ୍ଷରେ 1 ରନ, 2016 ଟି-20 ବିଶ୍ବକପ ସେମିରେ ଓ୍ବେଷ୍ଟଇଂଣ୍ଡିଜ ବିପକ୍ଷରେ 89 ରନ୍, 2017 ଚମ୍ପିଆନ୍ସଟ୍ରଫି ସେମିରେ ବାଂଲାଦେଶ ବିପକ୍ଷରେ 96ରନ, 2017 ଚମ୍ପିଆନ୍ସଟ୍ରଫି ଫାଇନାଲରେ ପାକିସ୍ତାନ ବିପକ୍ଷରେ 5 ରନ, 2019 ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ବିପକ୍ଷରେ 1 ରନ୍, 2021 ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ 44, 13 ରନ୍, 2022 ଟି-20 ବିଶ୍ବକପରେ ସେମିରେ ଇଂଲଣ୍ଡ ବିପକ୍ଷରେ 50 ରନ୍, 2023 ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ 14, 49 ରନ୍, 2023 ବିଶ୍ବକପ ସେମିରେ ନ୍ୟୁଜିଲାଣ୍ଡ ବିପକ୍ଷରେ 117 ରନ୍, 2023 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ 54 ରନ୍ ସ୍କୋର କରିଥିଲେ ବିରାଟ କୋହଲି ।

ଇଂଲଣ୍ଡ ଗେମ୍ ପ୍ଲାନ୍- ଇଂଲଣ୍ଡ ପୁଣି ଥରେ ଟିମ୍ ଇଂଣ୍ଡିଆକୁ ମାତ ଦେବାକୁ ପ୍ଲେୟାର ଟୁ ପ୍ଲେୟାର ଗେମ୍ ପ୍ଲାନ କରିଛି । ପେସ୍ ଆକାଟ ଏବଂ ସ୍ପିନ୍ ଆଟାକରେ ଭାରତୀୟ ବ୍ୟାଟରଙ୍କୁ ଚକମା ଦେବାକୁ ଲକ୍ଷ୍ୟ ରଖିଛି । ଲଂଲଣ୍ଡ କ୍ୟାପଟେନ୍ ଜସ୍ ବଟଲର କହିଛନ୍ତି କି, ଆମେ ଏଥର ଟିମ୍ ଇଂଣ୍ଡିଆକୁ ନେଇ ବିଶେଷ ଗେମ୍ ପ୍ଲାନ କରିଛୁ । ଆମେ ଜାଣିଛୁ ଏଥରର ଟିମ୍ ଇଂଣ୍ଡିଆ ବହୁତ ଶକ୍ତିଶାଳୀ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ ।

ଭାରତ ଗେମ୍ ପ୍ଲାନ୍- ଓଭରକାଷ୍ଟ କଣ୍ଡିସନରେ ଭାରତ ସ୍ପିନ୍ ଆଟାକରେ ଇଂଲଣ୍ଡକୁ ଚକମା ଦେବାକୁ ପ୍ଲାନ କରିଛି । ବୁମରାଙ୍କ ସ୍ପେଲ୍ ଭାରତ ପାଇଁ ବିଶେଷ ଫାଇଦା ଦେବ ବୋଲି ଅଧିନାୟକ ରୋହିତ ପ୍ରେସମିଟରେ କହିଛନ୍ତି । ଏହାସହିତ ବ୍ୟାଟରଙ୍କୁ ବିନା ଚାପରେ ଖିଳିବାକୁ ରୋହିତ କହିଛନ୍ତି । ଲଂଲଣ୍ଡ ଟିମ୍ ପାଇଁ ଆଟାକିଂ ଏଜେଣ୍ଡାରେ ଟିମ୍ ଖେଳିବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.