ETV Bharat / photos

ଦ୍ବିତୀୟ ଦିନରେ ରଥଟଣା ଶେଷ; ଶରଧାବାଲିରେ ଲାଗିଲା 3 ରଥ - Chariots Reached Gundicha Temple

author img

By ETV Bharat Odisha Team

Published : Jul 8, 2024, 10:58 PM IST

Rath Yatra 2024 Day 2
ପୁରୀ: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ଦ୍ବିତୀୟ ଦିନରେ ଅପରାହ୍ନ ସୁଦ୍ଧା ଶେଷ ହୋଇଛି ରଥଟଣା । ଶ୍ରୀବିଗ୍ରହଙ୍କ 3 ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଭାବ ବିନୋଦିଆ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ଲାଗିଥିଲା । (ETV Bharat Odisha)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.