ETV Bharat / photos

ଆସୁଛି ବିଶ୍ବପ୍ରସିଦ୍ଧା ରଥଯାତ୍ରା: ରଥଖଳାରେ କେମିତି ଚାଲିଛି ରଥ ନିର୍ମାଣ, ଫଟୋରେ ଦେଖନ୍ତୁ ଖବର - Rath Yatra 2024

author img

By ETV Bharat Odisha Team

Published : Jun 8, 2024, 11:51 AM IST

ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା
ପୁରୀ: କେଇଟା ଦିନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତଜନଙ୍କୁ ଦର୍ଶନ ଦେବାକୁ ବଡଦାଣ୍ଡକୁ ଭାଇ-ଭଉଣୀଙ୍କ ସହ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ । ରଥରେ ବସି ମାଉସୀ ମା' ଘରକୁ ଯିବେ । ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ଦେଖନ୍ତୁ ଏହି ସମୟର କିଛି ଚିତ୍ର (ETV Bharat Odisha)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.